#Breaking News

ଏମ ଭି ଆଇ ଚେକିଂ ମଦ ପିଇ ବାଇକ ଚଳାଉଥିବା ୬ ଗିରଫ


ଫୁଲବାଣୀ (ସୁନୀଲ ପଟନାୟକ )
ମଦ ପିଇ ଯୁବକ ମାନେ ଦ୍ରୁତ ଗତିରେ ଗାଡି ଚଳାଇବା ଫଳରେ ଦିନକୁ ଦିନ ଦୁର୍ଘ ଟଣା ବୃଦ୍ଧି ପାଉଥିବା ରୁ ପୋଲିସ ପ୍ରଶାସନ ଏଵେ ସକ୍ରିୟ ହୋଇପଡିଛି l ଆଉ ବିଭିନ୍ନ ଛକ ସ୍ଥାନ ରେ ଏଵେ ଚେକିଂ ଆରମ୍ଭ କରିଛି l
ଆଜି ବୁଧବାର ମଦ ପିଇ ଗାଡି ଚଳାଉଥିବା ଅଭି ଯୋଗ ରେ ସଦର ଥାନା ଅନ୍ତର୍ଗତ ଵିଶିପଡା ଠାରେ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ କରାଯାଉଥିବା ବେଳେ ମଦ ପିଇ ଡ୍ରାଇଭିଂ କରୁଥିବl ସନ୍ଦେହ କରି ଟେଷ୍ଟ କରିବାପରେ ସେମାନେ ମଦ ପିଇ ଥିବା ଜଣା ପଡିବା ପରେ ପୋଲିସ ଛ ଜଣ ଙ୍କୁ ଗିରଫ କରିଥିବା ଜଣାପଡିଛି lଚଢ଼ାଉ ବେଳେ ସଦର ଥାନା ଅଧିକାରୀ ଓ କର୍ମଚାରୀ ଙ୍କ ସମେତ ପରିବହନ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *