#Breaking News

ଭୁବନେଶ୍ବର ବସ୍ ମାଲିକ ସଂଘର ଅଫିସ ଗୃହ ର ଉଦଘାଟନ

ଭୁବନେଶ୍ବର(ଉଲାପ୍ର) : ଭୁବନେଶ୍ବର ବସ୍ ମାଲିକ ସଂଘର ଅଫିସ ଗୃହ ର ଉଦଘାଟନ ସାଙ୍ଗରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳ ର ବୃହତ୍ ମେଶିନ ର ଉଦଘାଟନ କରାଯାଇଅଛି I ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ରାଜ୍ଯ ସରକାରଙ୍କର ପବ୍ଲିକ ଏଣ୍ଟରପ୍ରାଇଜ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ଏମ୍.ଏଲ୍.ଏ ପ୍ରଣବ ପ୍ରକାଶ ଦାସ, ରୋଟାରୀ ୩୨୬୨ ର ଗଭର୍ଣ୍ଣର ଶାନ୍ତନୁ ପାଣି, ପି. ଡି. ଜି ରବି ନନ୍ଦ, ଡି.ଜି.ଏନ୍ ଜୟଶ୍ରୀ ମହାନ୍ତି, ରୋଟାରୀ କ୍ଲବ ର ପ୍ରେସିଡେଣ୍ଟ ଅଜୟ ପଟ୍ଟନାୟକ, ସେକ୍ରେଟାରୀ ପ୍ରତାପ ଚୌଧୁରୀ, ପବ୍ଲିକ୍ ଇମେଜ ଚେୟାର ପ୍ରଶାନ୍ତ ସାହୁ, ପି. ଡି.ଏସ୍.ଜି ପ୍ରସନ୍ନ ଲେଙ୍କା, ରୋଟାରୀ କ୍ଲବ ର ସଭ୍ଯବୃନ୍ଦ,ରୋଟାରାକ୍ଟ କ୍ଲବ ଅଫ ରୋୟାଲ ଆଣ୍ଡ ମିଲେନିୟମ ର ସଭ୍ୟବୃନ୍ଦ,ଉପସ୍ଥିତ ପ୍ରେସ ଓ ମିଡିଆ ଏବଂ ବସ୍ ମାଲିକ ସଂଘର ସଭ୍ୟ ମାନଙ୍କ ଉପସ୍ଥିତିରେ ଏହି ଉତ୍ସାହ ର ଉଦଘାଟନ କୁ ସମସ୍ତେ ସ୍ୱାଗତ କରିଛନ୍ତି।

Leave a comment

Your email address will not be published. Required fields are marked *