ଭୁବନେଶ୍ବର ବସ୍ ମାଲିକ ସଂଘର ଅଫିସ ଗୃହ ର ଉଦଘାଟନ

Udaya_Labanya | May 4, 2022 | 29 views |0 | Breaking News

ଭୁବନେଶ୍ବର(ଉଲାପ୍ର) : ଭୁବନେଶ୍ବର ବସ୍ ମାଲିକ ସଂଘର ଅଫିସ ଗୃହ ର ଉଦଘାଟନ ସାଙ୍ଗରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳ ର ବୃହତ୍ ମେଶିନ ର ଉଦଘାଟନ କରାଯାଇଅଛି I ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ରାଜ୍ଯ ସରକାରଙ୍କର ପବ୍ଲିକ ଏଣ୍ଟରପ୍ରାଇଜ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ଏମ୍.ଏଲ୍.ଏ ପ୍ରଣବ ପ୍ରକାଶ ଦାସ, ରୋଟାରୀ ୩୨୬୨ ର ଗଭର୍ଣ୍ଣର ଶାନ୍ତନୁ ପାଣି, ପି. ଡି. ଜି ରବି ନନ୍ଦ, ଡି.ଜି.ଏନ୍ ଜୟଶ୍ରୀ ମହାନ୍ତି, ରୋଟାରୀ କ୍ଲବ ର ପ୍ରେସିଡେଣ୍ଟ ଅଜୟ ପଟ୍ଟନାୟକ, ସେକ୍ରେଟାରୀ ପ୍ରତାପ ଚୌଧୁରୀ, ପବ୍ଲିକ୍ ଇମେଜ ଚେୟାର ପ୍ରଶାନ୍ତ ସାହୁ, ପି. ଡି.ଏସ୍.ଜି ପ୍ରସନ୍ନ ଲେଙ୍କା, ରୋଟାରୀ କ୍ଲବ ର ସଭ୍ଯବୃନ୍ଦ,ରୋଟାରାକ୍ଟ କ୍ଲବ ଅଫ ରୋୟାଲ ଆଣ୍ଡ ମିଲେନିୟମ ର ସଭ୍ୟବୃନ୍ଦ,ଉପସ୍ଥିତ ପ୍ରେସ ଓ ମିଡିଆ ଏବଂ ବସ୍ ମାଲିକ ସଂଘର ସଭ୍ୟ ମାନଙ୍କ ଉପସ୍ଥିତିରେ ଏହି ଉତ୍ସାହ ର ଉଦଘାଟନ କୁ ସମସ୍ତେ ସ୍ୱାଗତ କରିଛନ୍ତି।

Share this
  •  
  •  
  •  
  •  
  •  
  •  
  •  

Related Posts

ଜଗଦିଶ ବେହେରାଙ୍କ ପରଲୋକ

Udaya_Labanya | February 5, 2023 | 2 views |0

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକର ବିଂଝୁଆ ଗ୍ରାମର ଜଗଦିଶ ବେହେରାଙ୍କ ସୁଗାର ଓ ବ୍ଲଡ଼ ପ୍ରେସର ଜନିତ ରୋଗରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ବାରିପଦା ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି | ଏ ଖବର ଶୁଣି ରାଇରଙ୍ଗପୁର,…

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 101 views | 0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

Leave a Reply

Your email address will not be published. Required fields are marked *

Archives

Categories