ଜିଏ ନଏମ ଛାତ୍ରୀ ପାଳିଲେ ଫୁଲବାଣୀରେ ବିଶ୍ଵସେବୀକା ଦିବସ

Udaya_Labanya | May 14, 2022 | 27 views |0 | Breaking News


ଫୁଲ ବାଣୀ(ଉଲାପ୍ର)ସାରାବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନସିଂ ଦିବସ ବା ବିଶ୍ଵ ସେବୀ କା ଦିବସ । ଏହି ଅବସରରେ ଗୁଦାରୀ ସ୍ଥିତ କନ୍ଧମାଳ ଜିଏନଏମକଲେଜ ନସିଂ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନସିଂ ଦିବସ, Iଏହି ଅବସରରେ ମୁଖ୍ୟଅତିଥିଭାବେ ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନୀମା କହଁର, ମୁଖ୍ୟ ବକ୍ତ । ଡଃ. ପ୍ରସନ୍ନ କୁମାର ତ୍ରିପାଠୀ, ଏ ଏନଏମ ଟ୍ରେନିଙ୍ଗସେଣ୍ଟେର ଦାୟୀତ୍ଵରେ ଥିବା ଅଧକ୍ଷାମମତା ତ୍ରିପାଠୀ, ନିର୍ଦ୍ଦେଶକ କନ୍ଧମାଳ ଜିଏନଏମ କଲେଜ ଅଜିତ ଦାସ, ଉମାକାନ୍ତ ମଲିକ, ସରପଞ୍ଚ ପିରିକୁ ଡି.ଅଧ୍ୟକ୍ଷା ସଂଘମିତ୍ର । ସିଂ, ପ୍ରଶାସନିକ ଅଧିକାରୀ କେଜି ଏନଏମଟି ସନ୍ତୋଷ ମିଶ୍ର ପ୍ରମୁଖ ଯୋଗ ଦେଇ ସେବୀକା ମାନଙ୍କର ରୋଗୀମାନଙ୍କ ପ୍ରତି ଥିବାକର୍ତ୍ତବ୍ଯ ପ୍ରତି ସଚେତନ ରହିବା ଉପରେ ଗୁରୁତ୍ଵ ଦେଇଥିଲେ । ସେହିପରି ପର ଆପଣ। ନ ଭାବି ସମସ୍ତ ରୋଗୀଙ୍କୁସମାନ ଭାବରେ ସେବା କରିବା ସେବାକା ବା ନର୍ସର କାର୍ଯ୍ୟ ବୋଲି କହିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେ ବି କାମାନଙ୍କ ତ୍ୟାଗ ମହତ୍ଵପୂର୍ଣ୍ଣ ବୋଲି କହିଥିଲେ ମୁଖ୍ୟ ଅତିଥି ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା
ଅନୀମା କ ହଁ ର ସେବିକା ମାନଙ୍କ ସେବାକାର୍ଯ୍ୟରେ ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ଜାତିସଂଘ ୧୯୬୫ ମେ ୧୨ତାରିଖକୁ ବିଶ୍ଵସ୍ତରରେ ପାଳନ କରାଯାଇଥାଏ ବୋଲି କହିଥିଲେ।
ଏହି ଅବସରରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ, କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 73 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories