ସରକାରୀ ମଶାରୀ ମାଛ ଧରା କାମରେ ଲାଗୁଛି

Udaya_Labanya | May 15, 2022 | 17 views |0 | Breaking News


ଫୁଲବାଣୀ(ଉଲାପ୍ର)
(ସୁନୀଲ ପଟନାୟକ )
ସରକାର ଲୋକଙ୍କୁ ମ୍ୟାଲେରିଆ ରୋଗରୂ ଦୁରେଇ ରହିବା ପାଇଁ ଔଷଧୀୟ ମଶାରୀ ବ୍ୟବହାର ପାଇଁ ମାଗଣା ରେ ସମସ୍ତ ଙ୍କୁ ପ୍ରଦାନ କରାଯାଇଥିଲା l ହେଲେ ସେହି ଔଷଧୀୟ ଯୁକ୍ତ ମଶାରୀ ବ୍ୟବହାର କରିବାପରିବେର୍ତ୍ତେ ମାଛଧରା କାମରେ ଲଗାଉଛିନ୍ତି ଗାଁ ଗଣ୍ଡା ର ପିଲାମାନେ l ଯାହାର କି ଦୃଶ୍ୟ ଦେଖିବାକୁମିଳିଛି ଗାଁ ରେl ଲୋକେ ଆଦୌ ବ୍ୟବହାର କରୁନାହାନ୍ତି l
ବ୍ୟାପକ ଜନ ସଚେତନତା ସତ୍ୱେ
ଗ୍ରାମାଞ୍ଚଳ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡୁନଥିବା ଫଳରେ
ସରକାରଙ୍କ ଯୋଜନା ଫଳପ୍ରଦ ହୋଇପାରୁନଥିବା ଦେଖାଯାଉଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories