ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Udaya_Labanya | May 31, 2022 | 134 views |0 | Breaking News


ଫୁଲବାଣୀ(5ସୁନୀଲ ପଟନାୟକ )
କନ୍ଧମାଳ ଜିଲା ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡ଼ା ଠାରେ କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଟିତ ହୋଇଥିଲା l
ଏହି ଅବସର ରେ ଆୟୋଜିତ ସଭାରେ ଗ୍ରାମବାସୀ ଙ୍କୁ ପୋଲିସ ପକ୍ଷରୁ ବିଭିନପ୍ରକାର ଆବଶ୍ୟକୀୟ ସାମଗ୍ରି ପ୍ରଦାନ କରାଯଇଥିଲା l
ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଏହି ଶିବିର ର ମୂଳଲକ୍ଷ ବୋଲିଗୋଛ ଲପଡା ଥାନା ଅଧିକାରୀ କହିଛନ୍ତି l
ପୋଲିସ ଜନସାଧାରଣ ଙ୍କ ବନ୍ଧୁ ଭାବେ କାର୍ଯ୍ୟ କରୁଛି ଏଣୁ ସର୍ବଦା ପୋଲିସ କୁ ସହଯୋଗ କରିବାକୁ ଉପସ୍ଥିତ ଅଧିକାରୀ ମlନେ ମତ ବ୍ୟକ୍ତ କରିଥିଲେ l
ଏହି ଶିବିର ରେ ଗ୍ରାମର ସମସ୍ତ ଜନସାଧାରଣ ଯୋଗ ଦେଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଶହୀଦ ଦିବସ ଅବସରରେ ସମବେତ ନୀରବ ପ୍ରାର୍ଥନା

Udaya_Labanya | January 31, 2023 | 2 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଯୁକ୍ତ 2ଓ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନ ସମ୍ମାନ ଶ୍ରେଣୀ ଗୃହରେ ଏହି କାର୍ଯ୍ୟକ୍ରମ…

ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ବ୍ୟାପକ…

Udaya_Labanya | January 31, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ ରେ ଦୁର୍ନୀତିର ଗନ୍ଧ l ପୁରୁଣା ମାଟି ଇଟା ଏବଂ ଅନାମଧେୟ ସିମେଣ୍ଟ ବ୍ୟବହାର ଓ କମ ସିମେଣ୍ଟ ର ବାଲି ମିଶ୍ରଣ ରେ ହେଉଛି କାନ୍ଥ ଯୋଡ଼େଇ l ଏହିଭଳି…

Leave a Reply

Your email address will not be published. Required fields are marked *

Archives

Categories