ବିଭିନ୍ନ ଦାବୀ ପୂରଣ ନେଇ ଓ ବି ସି ପକ୍ଷରୁରାଲି ଓ ସ୍ମାରକ ପତ୍ରପ୍ରଦାନ

Udaya_Labanya | June 8, 2022 | 180 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ବିଭିନ୍ନ ଦାବୀ ପୂରଣ ନେଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ସତ୍ୟ ବେହେରା ଓ ସହ ସମ୍ପାଦକ ରମେଶ ପ୍ରଧାନଙ୍କବଳିଷ୍ଠ ନେତୃତ୍ୱରେ ବୁଧବାର ଏକ ରାଲି ମଦୀକୁନ୍ଦl ଛକ ରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛ ଦଫା ଦାବୀ ପୂରଣ ନେଇ ଏକ ସ୍ମାରକପତ୍ର ଜିଲାପାଳ ଙ୍କ ଜରିଆରେ ସରକାର ଙ୍କୁ ପ୍ରଦାନ କରିଥିଲେ l
ସେମାନଙ୍କ ପ୍ରମୁଖ ଦାବୀ ମଧ୍ୟରେ ରହିଛି ଲୋକସଭା, ବିଧାନ ସଭା, ଓ ପଂଚାୟତ ରେ ଓ ବି ସି ଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା, ପ୍ରତି ବ୍ଳକ ରେ ଓ ବି ସି ଙ୍କ ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ଭୂମିହୀନ ଙ୍କୁ ଚିହ୍ନଟ କରି ଜମି ପ୍ରଦାନ, ଛାତ୍ର ଛାତ୍ରୀ ଙ୍କୁ ବୈଷୟିକ ଶିକ୍ଷା ରେ ସ୍ଥାନ ସରକ୍ଷଣ ଆଦି ଦାବୀ ଅନ୍ତର୍ଭୁକ୍ତ l
ଆନ୍ୟ ମାନଙ୍କ ମଧ୍ୟରେ ସଭାପତିପ୍ରଶାନ୍ତ ମହାନ୍ତି, ପ୍ରେମାନନ୍ଦ ମାଝୀ, ଜଳନ୍ଧର ବେହେରା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ, ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories