ବିଭିନ୍ନ ଦାବୀ ପୂରଣ ନେଇ ଓ ବି ସି ପକ୍ଷରୁରାଲି ଓ ସ୍ମାରକ ପତ୍ରପ୍ରଦାନ

Udaya_Labanya | June 8, 2022 | 136 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ବିଭିନ୍ନ ଦାବୀ ପୂରଣ ନେଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ସତ୍ୟ ବେହେରା ଓ ସହ ସମ୍ପାଦକ ରମେଶ ପ୍ରଧାନଙ୍କବଳିଷ୍ଠ ନେତୃତ୍ୱରେ ବୁଧବାର ଏକ ରାଲି ମଦୀକୁନ୍ଦl ଛକ ରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛ ଦଫା ଦାବୀ ପୂରଣ ନେଇ ଏକ ସ୍ମାରକପତ୍ର ଜିଲାପାଳ ଙ୍କ ଜରିଆରେ ସରକାର ଙ୍କୁ ପ୍ରଦାନ କରିଥିଲେ l
ସେମାନଙ୍କ ପ୍ରମୁଖ ଦାବୀ ମଧ୍ୟରେ ରହିଛି ଲୋକସଭା, ବିଧାନ ସଭା, ଓ ପଂଚାୟତ ରେ ଓ ବି ସି ଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା, ପ୍ରତି ବ୍ଳକ ରେ ଓ ବି ସି ଙ୍କ ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା, ଭୂମିହୀନ ଙ୍କୁ ଚିହ୍ନଟ କରି ଜମି ପ୍ରଦାନ, ଛାତ୍ର ଛାତ୍ରୀ ଙ୍କୁ ବୈଷୟିକ ଶିକ୍ଷା ରେ ସ୍ଥାନ ସରକ୍ଷଣ ଆଦି ଦାବୀ ଅନ୍ତର୍ଭୁକ୍ତ l
ଆନ୍ୟ ମାନଙ୍କ ମଧ୍ୟରେ ସଭାପତିପ୍ରଶାନ୍ତ ମହାନ୍ତି, ପ୍ରେମାନନ୍ଦ ମାଝୀ, ଜଳନ୍ଧର ବେହେରା ପ୍ରମୁଖ ଙ୍କ ସମେତ ବହୁ ସଦସ୍ୟ, ଓ କର୍ମକର୍ତା ମାନେ ଉପସ୍ଥିତ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories