ନିଆରା ଢଙ୍ଗରେ ଅସହାୟ ଙ୍କ ସାଥିରେ ରଜ ଉତ୍ସବ ପାଳନ

Udaya_Labanya | June 15, 2022 | 120 views |0 | Breaking News

ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଗୋବିନ୍ଦ ପୁର ଠାରେ ଜଷ୍ଟ ଫର ୟୁ ରଜ ଉତ୍ସବ ଅନୁଷ୍ଠିତ କରିଅଛି. ସଂଗଠନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କର ତତ୍ୱାବଧାନ ରେ ପୁଚି ଖେଳ, ହୁଳହୁଳି, ରଜ ଗୀତ, ପ୍ରଶ୍ନ ଉତ୍ତର ପ୍ରତିଯୋଗିତା କରିବା ସହ ପ୍ରତିଭା ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଧାନ କରାଯାଇଛି. ମହର୍ଷି ଦୟାନନ୍ଦ ସର୍ଭିସ ମିସନ ର ତତ୍ୱଅବାଧରକ ସଞ୍ଜୟ କୁମାର ବେହେରା, ଜିତେନ୍ଦ୍ର ମହାନ୍ତି, ସୁଭଦର୍ଶି ଦାସ, ପାୟଲ ବର୍ମା, ସୁନୀଲ ବାରିକ, ଅମ୍ଲାନ ପରିଡ଼ା, ପ୍ରେମାନନ୍ଦ ବେହେରା, ଅନୁଜା ଦାସ, କାଁହୁ ସ୍ୱାଇଁ,ମଧୁସ୍ମିତା ପଣ୍ଡା, ମୋନାଲିସା ସାହୁ ଏବଂ ଅନ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 88 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories