ନିଆରା ଢଙ୍ଗରେ ଅସହାୟ ଙ୍କ ସାଥିରେ ରଜ ଉତ୍ସବ ପାଳନ
Udaya_Labanya | June 15, 2022 | 120 views |0 | Breaking News
ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ, ଗୋବିନ୍ଦ ପୁର ଠାରେ ଜଷ୍ଟ ଫର ୟୁ ରଜ ଉତ୍ସବ ଅନୁଷ୍ଠିତ କରିଅଛି. ସଂଗଠନ ର ସଭାପତି ସୁଧାଂଶୁ ଶେଖର ସାହୁ ଙ୍କର ତତ୍ୱାବଧାନ ରେ ପୁଚି ଖେଳ, ହୁଳହୁଳି, ରଜ ଗୀତ, ପ୍ରଶ୍ନ ଉତ୍ତର ପ୍ରତିଯୋଗିତା କରିବା ସହ ପ୍ରତିଭା ମାନଙ୍କୁ ମାନପତ୍ର ଏବଂ ଟ୍ରଫି ପ୍ରଧାନ କରାଯାଇଛି. ମହର୍ଷି ଦୟାନନ୍ଦ ସର୍ଭିସ ମିସନ ର ତତ୍ୱଅବାଧରକ ସଞ୍ଜୟ କୁମାର ବେହେରା, ଜିତେନ୍ଦ୍ର ମହାନ୍ତି, ସୁଭଦର୍ଶି ଦାସ, ପାୟଲ ବର୍ମା, ସୁନୀଲ ବାରିକ, ଅମ୍ଲାନ ପରିଡ଼ା, ପ୍ରେମାନନ୍ଦ ବେହେରା, ଅନୁଜା ଦାସ, କାଁହୁ ସ୍ୱାଇଁ,ମଧୁସ୍ମିତା ପଣ୍ଡା, ମୋନାଲିସା ସାହୁ ଏବଂ ଅନ୍ୟ ମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ.