ବିଭିନ୍ନ ଦାବୀ ପୂରଣ ନେଇ ପାଚିକା ସହାୟିକା ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ

Udaya_Labanya | June 15, 2022 | 111 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )

ବିଭିନ୍ନ ଦାବୀ ପୂରଣ ନେଇ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଙ୍ଘ ପକ୍ଷରୁ ସୋମବାର ଏକ ରାଲି ମା ଦୀକୁନ୍ଦ l ଛକ ରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେl
ପରେ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଜିଲ୍ଲା ଶିକ୍ଷା
ଅଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା l
ସେମାନଙ୍କ ଦାବୀ ମଧ୍ୟରେ ରହିଛି ପାରିଶ୍ରମିକ ୨ ହଜାର ଟଙ୍କାକୁ ବୃଦ୍ଧି କରିବା lସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନ ଲଗାଇବା, ବର୍ଷକୁ ୨ ହଳ ସାଢ଼ୀ ପ୍ରଦାନ, ଦଶ ମାସ ପରିବର୍ତେ ବର୍ଷକ ର ପାରିଶ୍ରମିକ ପ୍ରଦାନ, ପିଲା କମ ଥିବା ରୁ ବାଦ ପଡିଥିବା ପାଚିକା ଙ୍କୁ ପୁନଃ ନିଯୁକ୍ତି ଆଦି ଦାବୀ ଅନ୍ତର୍ଭୂକ୍ତ l
ସରକାର ଦାବୀ ପୂରଣ ନ କଲେ ଆଗମୀଦିନରେ ଆନ୍ଦୋଳନ କୁ ଯୋର ଦାର କରାଯିବ ବୋଲି ସଂଗଠକ ପପୁନ ସାହୁ, ଚେତାବନୀ ଦେଇଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories