ସୋସିଆଲ ମିଡ଼ିଆରେ ଦଳିତଙ୍କ ପ୍ରତି କଟୁ ମନ୍ତବ୍ୟ ନେଇ ଏତେଲା

Udaya_Labanya | June 18, 2022 | 108 views |0 | Breaking News


ଫୁଲ ବାଣୀ(ସୁନୀଲପଟନାୟକ)
ସୋସିଆଲ ମିଡ଼ିଆ ରେ ସୁଶିଲ କୁମାର ହାଁସଦା ନାମକ ଜଣେ ବ୍ୟକ୍ତି ସିଧାସଳଖ ଦଳିତଙ୍କ ପ୍ରତି କଟୁ ମନ୍ତ୍ ବ୍ୟ ଦେବା ଓ ଏହାଭାଇରାଲ ହେବା ଫଳରେ ଦଳିତ ପାଣ ସମ୍ପ୍ରଦାୟ ଙ୍କ ସମ୍ମାନରେ ଆଞ୍ଚ ଆସିଥିବା ଦର୍ଶ। ଇ ଶନିବାର ସାଇବର ଥାନାରେ ଏତଲା ଦିଆଯାଇଛି । ଏହି ଭିଡ଼ିଓ ସଂପର୍କରେ ତଦନ୍ତ କରଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫିରିଙ୍ଗିଆ ପାଣ ସମାଜସଭାପତି କୃଷ୍ଣଚନ୍ଦ୍ର ଦିଗଲ, ସଂପାଦକ କୁଳମଣି ନା ଏକ ପ୍ରମୁଖ ଦାବୀ କରିଛନ୍ତି ।
ଏନେଇ ଆଜି ସେମାନେ ଫୁଲବାଣୀର ସାଇବର କ୍ରାଇମ ଓ ଇ6କ।ନାମିକ ଅଫେନ୍ସ
ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ।
ଏନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଭାପତି କୃଷ୍ଣ ଚନ୍ଦ୍ର ଡିଗଲ କହିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories