ଜଗlର ଖପୁରି ପ୍ରତିରୋପଣ ହେବ, ପରିବାର ଲୋକେ ଖୁସ

Udaya_Labanya | July 4, 2022 | 119 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମିଲୁପଡା ଗ୍ରାମ ର ଯୋଡ଼ା ମୁଣ୍ଡ ଜଗା ର ଅତିଶୀଘ୍ର ଖପୁରି ପ୍ରତିରୋପଣ କରାଯିବ lଏ ନେଇ ଡିଲ୍ଲୀ ଏଏମଏସ ନ୍ୟୁରୋସର୍ଜରୀ ଡାକ୍ତର ନିରଜଗୁପ୍ତା କହିଥିବା ଜଗା ର ବାପା ଭୁୟାକହଁର କହିଛନ୍ତି l ଜଗା ଏବେ ଚଲlବୁଲl କରୁଛି ଓ ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କଥା ଜଗା କୁ ରେଗୁଲାର ଯାଞ୍ଚ କରୁଥିବା ଡାକ୍ତରଏଏମଏସ ଡାକ୍ତର ଗୁପ୍ତl କହିଛନ୍ତି lଗତ ୧ ୬ ତାରିଖରେ ଜଗା ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଗୁପ୍ତା ଆସିଥିଲେ ଓ ସେତେବେଳେ ତାର ଖପୁରି ପ୍ରତିରୋପଣ ନେଇ ଡାକ୍ତରୀ ଟିମ ଆଲୋଚନା କରିଥିଲେ lଫଳରେ ଜଗା ର ବାପା ଭୂୟାଁ କହଁରଓ ମା ଖୁସି ବ୍ୟକ୍ତ କରିଛନ୍ତି l
ଦୀର୍ଘ ପାଞ୍ଚ ବର୍ଷ ହେଲା ଆମେ ଡାକ୍ତର ଖାନା ରେ ଅଛୁ, ଗାଁ କୁ ଯାଇପାରୁନୁl ଶିଘ୍ର ଅ ପେରସନ ସାରିଲେ ଅନ୍ତତଃ ଗାଁ କୁ ଯିବୁ ବୋଲିଭୂୟାଁ କହିଛନ୍ତି lସୂଚନା ଯୋଗ୍ୟ ଯେ 2017ଅକ୍ଟୋବର ମାସରେ ଦୀଲି ଏ ଏମଏସ ରେ ଯୋଡlମୁଣ୍ଡ ଜଗା କାଳିଆ ର ଅପେରସନ ହୋଇଥିଲା l
ତେଵେ ଗତବର୍ଷ କାଳିଆ ର ମୃତ୍ଯୁ ହୋଇଥିଲା l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories