ଜଗlର ଖପୁରି ପ୍ରତିରୋପଣ ହେବ, ପରିବାର ଲୋକେ ଖୁସ

Udaya_Labanya | July 4, 2022 | 29 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ମିଲୁପଡା ଗ୍ରାମ ର ଯୋଡ଼ା ମୁଣ୍ଡ ଜଗା ର ଅତିଶୀଘ୍ର ଖପୁରି ପ୍ରତିରୋପଣ କରାଯିବ lଏ ନେଇ ଡିଲ୍ଲୀ ଏଏମଏସ ନ୍ୟୁରୋସର୍ଜରୀ ଡାକ୍ତର ନିରଜଗୁପ୍ତା କହିଥିବା ଜଗା ର ବାପା ଭୁୟାକହଁର କହିଛନ୍ତି l ଜଗା ଏବେ ଚଲlବୁଲl କରୁଛି ଓ ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କଥା ଜଗା କୁ ରେଗୁଲାର ଯାଞ୍ଚ କରୁଥିବା ଡାକ୍ତରଏଏମଏସ ଡାକ୍ତର ଗୁପ୍ତl କହିଛନ୍ତି lଗତ ୧ ୬ ତାରିଖରେ ଜଗା ର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଗୁପ୍ତା ଆସିଥିଲେ ଓ ସେତେବେଳେ ତାର ଖପୁରି ପ୍ରତିରୋପଣ ନେଇ ଡାକ୍ତରୀ ଟିମ ଆଲୋଚନା କରିଥିଲେ lଫଳରେ ଜଗା ର ବାପା ଭୂୟାଁ କହଁରଓ ମା ଖୁସି ବ୍ୟକ୍ତ କରିଛନ୍ତି l
ଦୀର୍ଘ ପାଞ୍ଚ ବର୍ଷ ହେଲା ଆମେ ଡାକ୍ତର ଖାନା ରେ ଅଛୁ, ଗାଁ କୁ ଯାଇପାରୁନୁl ଶିଘ୍ର ଅ ପେରସନ ସାରିଲେ ଅନ୍ତତଃ ଗାଁ କୁ ଯିବୁ ବୋଲିଭୂୟାଁ କହିଛନ୍ତି lସୂଚନା ଯୋଗ୍ୟ ଯେ 2017ଅକ୍ଟୋବର ମାସରେ ଦୀଲି ଏ ଏମଏସ ରେ ଯୋଡlମୁଣ୍ଡ ଜଗା କାଳିଆ ର ଅପେରସନ ହୋଇଥିଲା l
ତେଵେ ଗତବର୍ଷ କାଳିଆ ର ମୃତ୍ଯୁ ହୋଇଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ବୁଦ୍ଧିଜୀବୀ ସମ୍ମିଳନୀଓ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ

Udaya_Labanya | August 11, 2022 | 33 views |0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସ୍ୱାଧୀନତାର ଅମୃତ ମହୋତ୍ସବର ଶୁଭ ଉଦଘାଟନ ହୋଇ ଯାଇଛି lସକlଳେ ଶିଶୁମାନଙ୍କ ଦ୍ୱାରା ଗୋପୁଜାନ, ରକ୍ଷାବନ୍ଧନ, ପଞ୍ଚସ୍ତରୀ ଟି…

ଶିକ୍ଷା ଅଧିକାର ସମ୍ପର୍କିତ ସଚେତନତା

Udaya_Labanya | August 11, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ବୁଧବାର ତୁଡିପାଜୁ ସ୍ଥିତଜବାହର ନବୋଦୟ ବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ର lଏ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜୁଭେନାଇଲ…

Leave a Reply

Your email address will not be published. Required fields are marked *

Archives

Categories