ଦେଶୀଯୁଗାଡରେ ନିଜ ପାଇଁ ନିଜେ କଲେ ଝୁଲା ପୋଲ

Udaya_Labanya | July 31, 2022 | 39 views |0 | Breaking News


ଫୁଲବାଣୀ(ସୁନୀଲପଟନୀୟକ)
ବାରମ୍ଵାର ଗୁହାରୀ ପରେବି ଶୁଣିଲାନି ପ୍ରଶାସନ। ଆଉ କେତେଦିନ ଅପେକ୍ଷା କରିଥାନ୍ତେ ଲୋକେ,? ଶେଷରେ ଦେଶୀ ଯୁଗାଡରେ ଗାଁ ଲୋକେ ନିଜେ ଚ।ନ୍ଦା କରି ଝୁଲା ପୋଲ ଟିଏ କରି ଏବେ ଯାଆ ଆସ କରୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାକ ନୂଆ ଗାଁ ବ୍ଳକ ର
ଡ଼ବେରିକିଆ ଗ୍ରାମରେ। ପ୍ରତିବର୍ଷ ବର୍ଷା ଦିନରେ ନାଳରେ ପାଣି ଆସିଲେ ଗାଁବାହାରକୁ ଆସିପାରନ୍ତିନି ଏହି ଗ୍ରାମର ଲୋକେ । ଦେହ ଖରାପ ହେଲେ ତ କଥା ସରିଲା। ପିଲାଏ ଅଙ୍ଗନବାଡି କେନ୍ଦ୍ରକି ସ୍କୁଲ କଲେଜ ମଧ୍ୟ ଯାଇପାରନ୍ତିନି । ଫଳରେ ଗ୍ରାମର ସମସ୍ତେ ମିଳିମିଶି ଶ୍ରମଦାନ କରିବା ସହିତ ଅର୍ଥ ସଂଗ୍ରହ କରି ତାର ଜାଲି ପକାଇ ଝୁଲ। ପୋଲ ଟିଏ ନିର୍ମାଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ହେଲେ ଭୋଟବେଳ ଆସିଲେ ନେତାମାନେ ଗାଁକୁ ଭୋଟ ପାଇଁ ଆସନ୍ତି ପୁଳାପୁଳା ପ୍ରତିଶୃତି ମଧ୍ୟ ଦେଉଛନ୍ତି ହେଲେ ଭୋଟ ସରିଲା ପରେ ଭୁଲିଯାଆନ୍ତି ସମସ୍ତେ ।
ତେବେ ସରକାର କି ପ୍ରଶାସନର ଦୃଷ୍ଟି କେବେ ପଡିବ ତାହା ଦେଖିବାର କଥା, I

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories