ସାଂସଦ ପ୍ରତିନିଧି ମନୋଜ ସାବତଙ୍କ ଉଦ୍ୟମରେ ଦାଦନ ମହିଳା ଗାଁକୁ ଫେରିଲେ

Udaya_Labanya | July 31, 2022 | 8 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ ଆଜକୁ ପ୍ରାୟ ଚାରି ବର୍ଷ ହେଲା କାମଧନ୍ଦା କରିବାକୁ ପଙ୍ଗାଲି ପଦର ଗ୍ରାମର ବିନେଶ୍ୱର ଚାନେଲସେଟ ଙ୍କ ଝିଅ ଲକ୍ଷ୍ମୀ ପ୍ରିୟା ଚାନେଲସେଟ କେରଳ ରେ କାମ କରିବାକୁ ଯାଇଥିଲେl ସେଠାରୂ ସେ ଘରକୁ ଆସିବା ପାଈଁ ଚାହୁଁଥିଲେ ବି ଆସି ପାରୁନଥିଲେ.lମନ ଦୁଃଖରେସୁଦୂର କେରଳ ରେ ଥିଲେ l ଏହି ଖବର ଜାଣିବା ପରେ କୋଟଗଡ଼ ପାଙ୍ଗାଲ ପଦର ଗ୍ରାମର ରାଉଳ ନାୟକ କୋଟଗଡ ସାଂସଦ ପ୍ରତିନିଧି ତଥା ସମାଜସେବୀ ମନୋଜ ସାବତ ଙ୍କୁ ଜଣାଇଥିଲେl ସଙ୍ଗେ ସଙ୍ଗେ ସାଂସଦ ପ୍ରତିନିଧି ଶ୍ରୀ ସାବତ କେରଳ ପ୍ରଶାସନ ଓପୋଲିସ ସହ ଯୋଗାଯୋଗ କରି କୋଟଗଡ ଠାରୁ ଲୋକ ପଠାଇ ସେ ନିଜସ୍ୱ ଟଙ୍କା ଖର୍ଚ୍ଚ କରି ସେମାନ ଙ୍କୁ ସେଠାରୁନିଜ ଗ୍ରାମକୁ ଆଣିବା ଫଳରେ ସମସ୍ତେ ଖୁସି ବ୍ୟକ୍ତକରିଛନ୍ତି lଏହି କଥାକୁ ନେଇ କୋଟଗଡ ଅଂଚଳବାସି ସଂlସଦ ପ୍ରତିନିଧି ତଥା ସମାଜସେବୀ ମନୋଜ ସାବତ ଙ୍କୁ ଧନ୍ୟ ବାଦ ଦେବା ସହିତ ଲକ୍ଷ୍ମୀ ପ୍ରିୟା ଙ୍କ ବାପା,ମା ଓ ଗ୍ରାମର ଗ୍ରାମ ବାସି ମାନେ କୃତଜ୍ଞତା ଜଣାଇ ଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories