ଖlକି କୁ ବାନ୍ଧିଲା ଖାକି. ଅସଦାଚରଣ ଅଭିଯୋଗ ରେ ଏ ଏସ ଆଇ ଗିରଫ

Udaya_Labanya | August 1, 2022 | 63 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଖାକି କୁ ବାନ୍ଧିଲା ଖାକୀ lଜଣେ ମହିଳା କନେଷ୍ଟେବଳ ଙ୍କୁଜଣେ ପୋଲିସ ଏ ଏସ ଆଇ ଅସଦାଚରଣ ଅଭିଯୋଗ ରେ ଫୁଲବାଣୀ ଟାଉନ ଥାନାରେ ମାମଲା ହେବାପରେ ପୋଲିସ ଏ ଏସ ଆଇ ଙ୍କୁ ଗିରଫ କରିଛି lଗିରଫ ଏ ଏସ ଆଇ ଜଣଙ୍କ ହେଲେ ବିଭୁଦତ ଶର୍ମା ଙ୍କୁ ଗିରଫ କରିଥିବା ନେଇ ଟାଉନ ଥାନା ଅଧିକାରି ସୁଶାନ୍ତ ସେଠିଁ କହିଛନ୍ତି l ସୂଚନା ଯୋଗ୍ୟ ଯେ ଗାତ ୨୮ ରେ କୋର୍ଟ ରେ ମହିଳା କନେ ଷ୍ଟ ବଳ
କାମ କରୁଥିବାବେଳେ ଏ ଏସ ଆଇ ଶର୍ମା ତାଙ୍କ ରୁମ କୁ ଆସି ଅସଦାଚରଣ କରିଥିଲେ ମହିଳାପୋଲିସ କର୍ମଚାରୀ ଜଣଙ୍କ
ପ୍ରତିବାଦ କରିବାରୁ ଶର୍ମା ତାଙ୍କୁ କୁଆଡେ ଧମକ ଦେଇଥିଲେ lଫଳରେ ମହିଳା ପୋଲିସ କର୍ମଚାରୀ ଜଣଙ୍କ ଟାଉନ ଥାନାରେ ଏତେଲା ଦେବାପରେ ପୋଲିସ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଏ ଏସ ଆଇ ବିଭୁଦତ୍ତ ଶର୍ମା କୁ ଗିରଫ କରିଥିଲା l ଏହି ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories