କନ୍ଧମାଳ ଚକାପାଦ ଅଂଚଳରୁ ବାଘଛାଲ ଜବତ. ଚାରି ଗିରଫ

Udaya_Labanya | August 4, 2022 | 8 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଆଜି କୌଣସି ସୂତ୍ରରୁ ଖବର ପାଇ ଏସ ଟି ଏଫ ଟିମ କନ୍ଧମାଳ ଜିଲା ଟିକାବାଲି ଜଙ୍ଗଲବିଭାଗ ରେଞ୍ଜ ଅନ୍ତର୍ଗତ ଚକାପାଦ ଅଂଚଳରେ ଚଢ଼ାଉ କରି ବାଘଛାଲ ଜବତ କରିଛି l ଏ ସମ୍ପର୍କରେ ଏସଟି ଏଫ ଟିମ ଚାରି ଜଣକୁ ଗିରଫ କରିବାସହ ବନ୍ଧୁକ,ଗୁଳି, ଧନୁଶର ଆଦି ବିଭିନ୍ନ ମlରଣାସ୍ତ୍ର ମଧ୍ୟ ଜବତ କରିଛି ଏସଟି ଏଫ. I
ଗିରଫ ଵ୍ୟକ୍ତି ମାନେ ହେଲେ ମୂଖ୍ୟ ଆସାମୀ ସୁକୁମାର କହଁର ଙ୍କ ସମେତ ବୀରେନ ମିତ୍ର ନାୟକ, ରଂଜିତ କହଁର, ରବିନାରାୟଣ କହଁର, ବୋଲି ଏସ ଟି ଏଫ ଇନିସ୍ପେକ୍ଟର ଜଗନାଥ ପ୍ରସାଦ ସାହୁ ସୂଚନା ଦେଇଛନ୍ତି lଏହି ଛାଲ
କାଲରାପତରିଆ ବାଘର ବୋଲି ଏସଟିଏଫ ଇନସ ପେକ୍ଟର ସାହୁ କହିଛନ୍ତି l
କନ୍ଧମାଳ ଜିଲାର ଘଞ୍ଚ ଜଙ୍ଗଲ ର ସୁଯୋଗ ନେଇ କିଛି ଜିଲା ବାହାର କିଛି ଶିକାରୀ ସ୍ଥାନୀୟ ଲୋକଙ୍କୁ ଧରି ବାଘମାରି ଛାଲ କାରବାର କରୁଥିବା ଅଭିଯୋଗ ହେଉଛି l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories