ପୂର୍ବତନ ଶିକ୍ଷକ ନଟବର ସାହୁ ଙ୍କ ପରଲୋକ

Udaya_Labanya | August 7, 2022 | 11 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଏଜେଓ ହାଇସ୍କୁଲ ର ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁ ଙ୍କ ନିଜ ବାସଭବନ ରେ ପରଲୋକ ହେଇଯାଇଛି l
ମୃତ୍ଯୁ ବେଳକୁ ତାଙ୍କୁପାଖl ପାଖି ୮୫ ବର୍ଷ ହୋଇ ଥିଲା lଶିକ୍ଷକନଟବର ସାହୁ ଙ୍କ ମୃତ୍ଯୁ ରେ ଜିଲା ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଆଇନଜୀ ଵି ବିଜୟ ପଟନାୟକ, ଶିକ୍ଷାବିତ ବିନୟ ଭୂଷଣ ପଟନାୟକ, , ଆଇନଜୀବୀ ଅଜୟ କୁମାର ସିଂହ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ହେମନ୍ତ ମହାନ୍ତି, ପଦ୍ମ ଲୋଚନ ମହାନ୍ତି,ଅବସର ପ୍ରାପ୍ତ ଶିକ୍ଷକ ସୁନୀଲ ପାଣିଗ୍ରାହୀ, ଆଇନ ଯିବି ଭଗବାନ ମହାନ୍ତି,ସାମ୍ବାଦିକ ପ୍ରଶାନ୍ତବେହେରା, ଅବସର ପ୍ରାପ୍ତ ପୋଷ୍ଟାଲ ଅଧିକାରୀ ନୃସିଂହ ଚରଣ ବେହେରା, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଵା ସହ ସେ ଛାତ୍ର ବଚ୍ଛଳ ଓ ଅମାୟିକ ବ୍ୟବହାର ପାଈଁ ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି l
ନଟବର ସାର ଙ୍କ ମୃତ୍ଯୁ ଖବର ପାଇ ବହୁ ବିଶିଷ୍ଟ ଵ୍ୟକ୍ତି ଶେଷ ଦର୍ଶନ କରିବାକୁ ବାସ ଭବନ ରେ ପହଂଚିଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories