ପୂର୍ବତନ ଶିକ୍ଷକ ନଟବର ସାହୁ ଙ୍କ ପରଲୋକ

Udaya_Labanya | August 7, 2022 | 26 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଏଜେଓ ହାଇସ୍କୁଲ ର ଜାତୀୟ ପୁରସ୍କାରପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ନଟବର ସାହୁ ଙ୍କ ନିଜ ବାସଭବନ ରେ ପରଲୋକ ହେଇଯାଇଛି l
ମୃତ୍ଯୁ ବେଳକୁ ତାଙ୍କୁପାଖl ପାଖି ୮୫ ବର୍ଷ ହୋଇ ଥିଲା lଶିକ୍ଷକନଟବର ସାହୁ ଙ୍କ ମୃତ୍ଯୁ ରେ ଜିଲା ପ୍ରେସ କ୍ଳବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଆଇନଜୀ ଵି ବିଜୟ ପଟନାୟକ, ଶିକ୍ଷାବିତ ବିନୟ ଭୂଷଣ ପଟନାୟକ, , ଆଇନଜୀବୀ ଅଜୟ କୁମାର ସିଂହ,ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ହେମନ୍ତ ମହାନ୍ତି, ପଦ୍ମ ଲୋଚନ ମହାନ୍ତି,ଅବସର ପ୍ରାପ୍ତ ଶିକ୍ଷକ ସୁନୀଲ ପାଣିଗ୍ରାହୀ, ଆଇନ ଯିବି ଭଗବାନ ମହାନ୍ତି,ସାମ୍ବାଦିକ ପ୍ରଶାନ୍ତବେହେରା, ଅବସର ପ୍ରାପ୍ତ ପୋଷ୍ଟାଲ ଅଧିକାରୀ ନୃସିଂହ ଚରଣ ବେହେରା, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସଂଗେ ସଂଗେ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଵା ସହ ସେ ଛାତ୍ର ବଚ୍ଛଳ ଓ ଅମାୟିକ ବ୍ୟବହାର ପାଈଁ ସ୍ମରଣୀୟ ହୋଇ ରହିବେ ବୋଲି କହିଛନ୍ତି l
ନଟବର ସାର ଙ୍କ ମୃତ୍ଯୁ ଖବର ପାଇ ବହୁ ବିଶିଷ୍ଟ ଵ୍ୟକ୍ତି ଶେଷ ଦର୍ଶନ କରିବାକୁ ବାସ ଭବନ ରେ ପହଂଚିଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories