#Breaking News

ବନ୍ୟା ସ୍ରୋତ ରେ ଭାସିଯାଉଥିବା ଦୁଇଟି ବଳଦ କୁ ଟିକାବାଲି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର


ଫୁଲବାଣୀ (ସୁନୀଲ ପଟନାୟକ )

କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳ ରେ ବନ୍ୟା ସ୍ରୋତ ରେଦୁଇଟି ବଳଦ ଭାସିଯାଉଥିବାବେଳେ ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତ କୁ ଖାତିର ନ କରି ଭାସିଯାଉଥିବା ଦୁଇଟି ବଳଦ କୁ ଉଧାର କରିବାରେ ସଫଳ ହୋଇଥିଲେ l
ଟିକାବାଲି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ବରେ କର୍ମଚାରୀ ମାନେ ମିଶି ନିଜ ଜୀବନକୁ ବିପନ କରି ଭାସିଯାଉଥିବା ବଳଦ ଦୁଇଟିକୁ ଉଦ୍ଧାର କରିଥିଲେ l ଟିକାବାଲି ଅଗ୍ନିଶମ ବାହିନୀକର୍ମଚାରୀ ଙ୍କୁ ସମ୍ପୃକ୍ତ ଗ୍ରାମବାସି ପୂର୍ଣ୍ଣ ସହଯୋଗ କରିଥିଲେ।

Leave a comment

Your email address will not be published. Required fields are marked *