ବନ୍ୟା ସ୍ରୋତ ରେ ଭାସିଯାଉଥିବା ଦୁଇଟି ବଳଦ କୁ ଟିକାବାଲି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର

Udaya_Labanya | August 8, 2022 | 9 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )

କନ୍ଧମାଳ ଜିଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ଅଞ୍ଚଳ ରେ ବନ୍ୟା ସ୍ରୋତ ରେଦୁଇଟି ବଳଦ ଭାସିଯାଉଥିବାବେଳେ ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନଦୀର ପ୍ରବଳ ସ୍ରୋତ କୁ ଖାତିର ନ କରି ଭାସିଯାଉଥିବା ଦୁଇଟି ବଳଦ କୁ ଉଧାର କରିବାରେ ସଫଳ ହୋଇଥିଲେ l
ଟିକାବାଲି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ ଙ୍କ ନେତୃତ୍ବରେ କର୍ମଚାରୀ ମାନେ ମିଶି ନିଜ ଜୀବନକୁ ବିପନ କରି ଭାସିଯାଉଥିବା ବଳଦ ଦୁଇଟିକୁ ଉଦ୍ଧାର କରିଥିଲେ l ଟିକାବାଲି ଅଗ୍ନିଶମ ବାହିନୀକର୍ମଚାରୀ ଙ୍କୁ ସମ୍ପୃକ୍ତ ଗ୍ରାମବାସି ପୂର୍ଣ୍ଣ ସହଯୋଗ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories