କଂଗ୍ରେସ ଛାଡିଲେ ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ

Udaya_Labanya | August 9, 2022 | 18 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ର ପୂର୍ବତନ ସଂlସଦ ତଥା ବରିଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ ଆଜି କଂଗ୍ରେସ ର ହାତ ଛାଡିଛନ୍ତି l
ଶ୍ରୀ ଦିଗଲ ସରକାରୀ ଅଫିସର ପଦବୀ ରୁ ଇସ୍ତଫା ଦେଇ 1984ରେ ସଂସଦ ଭାବେ କଂଗ୍ରେସ ଟିକେଟ ପାଇ ନିର୍ବାଚିତ ହୋଇଥିଲେ l
ତେଵେ କଂଗ୍ରେସ ଦଳ ଏବେ ନୀତି ଆଦର୍ଶ ଓ ନୈତିକତା ହରାଇବସିଲାଣି l କଂଗ୍ରେସ ଦଳ ରଆଉ ଭବିଷ୍ୟତ ନାହିଁ, ଆସ୍ତେ ଆସ୍ତେ ଦଳ ନିଜର ସତ୍ତା ହରାଇଲାଣି ଏଣୁ ସେ ଦଳ ଛାଡିଥିବାକଥା କହିଛନ୍ତି l
ତେଵେ ସେ କେଉଁ ଦଳରେ ମିଶିବେ ଜଣାପଡ଼ିନଥିଲେ ବି ବିଜେଡି ରେ ମିଶିବାନେଇ ସଂଭାବନା ରହିଛି l
ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ ଦଳ ଛାଡିବା ନେଇ ଜିଲ୍ଲା କଂଗ୍ରେ ସ ସଭାପତି ଅନାମ ନାୟକ ଙ୍କୁ ପଚାରିବାରେ ସେ ରାଧାକାନ୍ତ ଦିଗଲ ଦଳ ଛାଡିବା ନେଇ ତାଙ୍କ ନିକଟରେ ସେଭଳି କିଛି ଖବର ନାହିଁ ତେଵେ ସେ ଦଳ ଛାଡିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି ବର୍ତମାନ କଂଗ୍ରେସ ସଂଗଠନ ମଜଭୁତ ରହିଛି ଓ ଆଗକୁ ଆହୁରି ସୁଦୃଢ ହେବ ବୋଲି ଡ଼ିସିସି ସଭାପତି ନାୟକ କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 26 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories