କଂଗ୍ରେସ ଛାଡିଲେ ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ

Udaya_Labanya | August 9, 2022 | 33 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ର ପୂର୍ବତନ ସଂlସଦ ତଥା ବରିଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ ଆଜି କଂଗ୍ରେସ ର ହାତ ଛାଡିଛନ୍ତି l
ଶ୍ରୀ ଦିଗଲ ସରକାରୀ ଅଫିସର ପଦବୀ ରୁ ଇସ୍ତଫା ଦେଇ 1984ରେ ସଂସଦ ଭାବେ କଂଗ୍ରେସ ଟିକେଟ ପାଇ ନିର୍ବାଚିତ ହୋଇଥିଲେ l
ତେଵେ କଂଗ୍ରେସ ଦଳ ଏବେ ନୀତି ଆଦର୍ଶ ଓ ନୈତିକତା ହରାଇବସିଲାଣି l କଂଗ୍ରେସ ଦଳ ରଆଉ ଭବିଷ୍ୟତ ନାହିଁ, ଆସ୍ତେ ଆସ୍ତେ ଦଳ ନିଜର ସତ୍ତା ହରାଇଲାଣି ଏଣୁ ସେ ଦଳ ଛାଡିଥିବାକଥା କହିଛନ୍ତି l
ତେଵେ ସେ କେଉଁ ଦଳରେ ମିଶିବେ ଜଣାପଡ଼ିନଥିଲେ ବି ବିଜେଡି ରେ ମିଶିବାନେଇ ସଂଭାବନା ରହିଛି l
ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ ଦଳ ଛାଡିବା ନେଇ ଜିଲ୍ଲା କଂଗ୍ରେ ସ ସଭାପତି ଅନାମ ନାୟକ ଙ୍କୁ ପଚାରିବାରେ ସେ ରାଧାକାନ୍ତ ଦିଗଲ ଦଳ ଛାଡିବା ନେଇ ତାଙ୍କ ନିକଟରେ ସେଭଳି କିଛି ଖବର ନାହିଁ ତେଵେ ସେ ଦଳ ଛାଡିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବନି ବର୍ତମାନ କଂଗ୍ରେସ ସଂଗଠନ ମଜଭୁତ ରହିଛି ଓ ଆଗକୁ ଆହୁରି ସୁଦୃଢ ହେବ ବୋଲି ଡ଼ିସିସି ସଭାପତି ନାୟକ କହିଛନ୍ତି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 6 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories