କନ୍ଧମାଳ ଦାରିଂବାଡ଼ି ରେ କଂଗ୍ରେସ ର ଗୌରବ ଯାତ୍ରା
Udaya_Labanya | August 9, 2022 | 132 views |0 | Breaking News
ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲା କଂଗ୍ରେସ ପକ୍ଷରୁ ଅ ଗଷ୍ଟ 9କ୍ରାନ୍ତି ଦିଵସ ଅବସରରେ ଦାରିଂବାଡ଼ି ଠାରେ ତ୍ୟାଗ ଓ ବଳିଦାନ ର ୭୫ ବର୍ଷ ଅବସରରେ ଡ଼ିସିସି ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠତ ହୋଇଥିଲା l
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଯୁବନେତା ରଜତ ମହାନ୍ତି, ପିସିସି ସମ୍ପାଦକ ଚନ୍ଦ୍ରଶେଖର ପରିଡ଼ା, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା କଂଗ୍ରେସ ସଭାପତି ରୁଦା ମଲିକ, ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ପ୍ରଭାରୀ କୁମାର ଚିରଞ୍ଜିବି ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ l