କଳିଙ୍ଗା ରେ କାର ଓଲଟାଇଲା, ୩ ଆହତ

Udaya_Labanya | August 10, 2022 | 88 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କଳିଙ୍ଗା ଡି ଏ ଭି ସ୍କୁଲ ନିକଟରେ ବାଲିଗୁଡା ରୁ ବ୍ରହ୍ମପୁର ଯାଉଥିବା ଏକ ସ୍ବିଫ୍ଟ ଡ଼ିଜାଇର କାର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଏଥିରେ ବସିଥିବା ତିନିଜଣ ଯାତ୍ରୀ ଗୁରୁତସର ଆହତ ହୋଇଛନ୍ତି l ସେମାନେ ହେଲେ ଆଶା ଲତା ପତି ୮ ୫, ସଞ୍ଜିତା ପତି( ଚାଳିଶ,)ଓ ଜଣେ ତେର ବର୍ଷ ର ଛୁଆ ଅଛନ୍ତି l
ଖବର ପାଇ ଜି. ଉଦୟଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ଆହତ ମାନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପଠାଇଥିଲେ lଆହତ ସମସ୍ତେ ବାଲି ଗୁଡା ଅଂଚଳର ବୋଲି କୁହାଯାଉଛି l
ଦୂର୍ଘଟଣା ଗ୍ରସ୍ତ କାର ନମ୍ବର ଓ ଡି 02-bp 7076.
ଜି ଉଦୟଗିରି ପୋଲିସ ଘଟଣାର ତଦନ୍ତ କରୁଛି l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories