ଅଜାଦୀ କି ଅମୃତ ମହୋତ୍ସବ ଅବସରରେ ତ୍ରିରଙ୍ଗା ଯାତ୍ରା

Udaya_Labanya | August 11, 2022 | 58 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବୁଧବାର ଫୁଲବାଣୀ ସହରରେ ଏକ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଥିଲା
ନାରାୟଣୀ ମନ୍ଦିର ପରିସରରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ଜିଲାପାଳ ଙ୍କ କାର୍ଯାଳୟ ନିକଟସ୍ଥ କରୋନେସନ ପଡିଆରେ ପହଞ୍ଚିଥିଲା l
ସହର ରେ ଥିବା ସରସ୍ବତୀ ଶିଶୁ ମନ୍ଦିର, କାରମେଲ ସ୍କୁଲ, ପବ୍ଲିକ ସ୍କୁଲ ସମେତ ଜି ଏନ ଏମକଲେଜଓ ଅନ୍ୟାନ୍ୟ ସ୍କୁଲ ରହଜାର ହଜାର ଛାତ୍ର ଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି,ଦେଶ ଭକ୍ତି ସ୍ଲୋଗାନମଧ୍ୟ ଦେଇଥିଲେ l
ସେହିପରି କରୋନେସନ ପଡିଆ ଠାରେ ଆୟୋଜିତ ସଭାରେ ସଙ୍ଘ ସଂଚାଳକ ରମେଶ ଚନ୍ଦ୍ର ସାହୁ, ସୁବେଦାର ସେଠି, ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି, ବରିଷ୍ଠ ଆଇନ ଯିବି ଭଗବାନ ମହାନ୍ତି, ବିଶ୍ୱହିନ୍ଦୁ ପରିଷଦ ପରେଶ ମହାପାତ୍ର, ଅବସର ପ୍ରାପ୍ତ ସେନା କର୍ମଚାରୀ ଶିବା ପାତ୍ର, ଲିଙ୍ଗରାଜ ଦଳବେହେରା, ପ୍ରମୁଖ ଯୋଗଦେଇ ଦେଶ ସ୍ୱାଧିନତାରେ ଯେଉଁ ମହାନ ସ୍ୱାଧୀନତା ସଂଗ୍ରାମୀ ମାନେ ବଳିଦାନ ଦେଇଥିଲେ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l
ସେହପରି କଷ୍ଟଲବ୍ଧ ସ୍ୱାଧୀନତା କୁସମ୍ମାନ ଜଣାଇବା ସହ ଅକ୍ଷୁର୍ଣ ରଖିବା କୁ ଯୁବସମାଜ କୁ ଆହ୍ୱାନ ଦେଇଥଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ…

Udaya_Labanya | December 5, 2022 | 2 views |0

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର…

ଆଇନ ସେବା ପ୍ରାଧିକରଣ ସଚିବ ଲୋକଙ୍କ ସୁବିଧା…

Udaya_Labanya | December 5, 2022 | 2 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ‌ଚକାପାଦ‌ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ର ‌ଲଣ୍ଡାପାଜୁ‌ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ‌ ଶ୍ରୀମତୀ ‌ଅନୁଶିଳା ରୟଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ…

Leave a Reply

Your email address will not be published. Required fields are marked *

Archives

Categories