#Breaking News

ଶିକ୍ଷା ଅଧିକାର ସମ୍ପର୍କିତ ସଚେତନତା


ଫୁଲବାଣୀ(ସୁନୀଲ ପଟନାୟକ )
ବୁଧବାର ତୁଡିପାଜୁ ସ୍ଥିତଜବାହର ନବୋଦୟ ବିଦ୍ୟାଳୟ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା l ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ର lଏ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଜୁଭେନାଇଲ ଜଷ୍ଟିସ ଆକ୍ଟ, ଓ ଶିକ୍ଷା ଅଧିକାର ଉପରେ ବିଷଦ ଭାବେ ଆଲୋକ ପାତ କରିଥିଲେl
ସେହିପରି ନନ୍ଦିତା ‌ମାଡାମ ମଧ୍ୟ ‌ଆଇନ କାନୁନ ବିଷୟରେ ‌ଛାତ୍ର ଛାତ୍ରୀ ମାନଙ୍କୁ ‌ବୁଝାଇ ଥିଲେ l ଅଶୋକ ପ୍ରଧାନ ସଭା ପରିଚାଳନା କରିଥିଲେ l
ବିଦ୍ୟାଳୟ ‌ର ସହକାରି ଶିକ୍ଷୟତ୍ରି ଧନ୍ୟବାଦ ଅର୍ପଣ ‌କରିଥିଲେl

Leave a comment

Your email address will not be published. Required fields are marked *