ଢେଙ୍କାନାଳ ପୌର ପାଳିକା ପକ୍ଷରୁ ୭୬ ତମ ସ୍ଵାଧୀନତା ଦିବସ ପାଳିତ

Udaya_Labanya | August 16, 2022 | 21 views |0 | Breaking News

ଢେଙ୍କାନାଳ ପୌରପାଳିକା ତରଫରୁ ୭୬ ତମ ସ୍ଵାଧୀନତା ଦିବସ ମୁଖ୍ୟ କାର୍ଯ୍ୟଳୟ ଠାରେ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ପୌରଅଧକ୍ଷା ଶ୍ରୀମତି ଜୟନ୍ତି ପାତ୍ର ପତକା ଉଦ୍ଭୋଳନ କରିଥିଲେ । ଏଥିରେ ଉପସ୍ଥିତ ଥିଲେ ପୌର ନିର୍ବାହୀ ଅରକାରୀ ଅତୁନ କୁମାର ସାମନ୍ତ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ମୁଖ୍ୟକିରାଣୀ ସରୋଜ ରାଉତ, ସାନିଟାଇଜ ଇନିସ୍ପେକ୍ଟର ସନ୍ତୋଷ କୁମାର ରାଉତ, ଟ୍ୟାକ୍ସ ଦାରୋଗା ବସନ୍ତ ପଟ୍ଟନାୟକ ଓ ସମସ୍ତ ପୌର ପାଳିକାର କର୍ମଚାରି ଓ ସମସ୍ତ ସ୍ୱଟ୍ଟ କର୍ମୀ ଓ ସ୍ୱଚ୍ଛ ସାଥି,ଝାଡୁଦାର ଙ୍କ ଉପସ୍ଥିତିରେ ଏହି ସ୍ଵାଧୀନତା ଦିବସଟି ପାଳିତ ହୋଇଥିଲା ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories