#Breaking News

ଢେଙ୍କାନାଳ ପୌର ପାଳିକା ପକ୍ଷରୁ ୭୬ ତମ ସ୍ଵାଧୀନତା ଦିବସ ପାଳିତ

ଢେଙ୍କାନାଳ ପୌରପାଳିକା ତରଫରୁ ୭୬ ତମ ସ୍ଵାଧୀନତା ଦିବସ ମୁଖ୍ୟ କାର୍ଯ୍ୟଳୟ ଠାରେ ପାଳିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ପୌରଅଧକ୍ଷା ଶ୍ରୀମତି ଜୟନ୍ତି ପାତ୍ର ପତକା ଉଦ୍ଭୋଳନ କରିଥିଲେ । ଏଥିରେ ଉପସ୍ଥିତ ଥିଲେ ପୌର ନିର୍ବାହୀ ଅରକାରୀ ଅତୁନ କୁମାର ସାମନ୍ତ ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର, ମୁଖ୍ୟକିରାଣୀ ସରୋଜ ରାଉତ, ସାନିଟାଇଜ ଇନିସ୍ପେକ୍ଟର ସନ୍ତୋଷ କୁମାର ରାଉତ, ଟ୍ୟାକ୍ସ ଦାରୋଗା ବସନ୍ତ ପଟ୍ଟନାୟକ ଓ ସମସ୍ତ ପୌର ପାଳିକାର କର୍ମଚାରି ଓ ସମସ୍ତ ସ୍ୱଟ୍ଟ କର୍ମୀ ଓ ସ୍ୱଚ୍ଛ ସାଥି,ଝାଡୁଦାର ଙ୍କ ଉପସ୍ଥିତିରେ ଏହି ସ୍ଵାଧୀନତା ଦିବସଟି ପାଳିତ ହୋଇଥିଲା ।

Leave a comment

Your email address will not be published. Required fields are marked *