ଦରଦାମ ବୃଦ୍ଧି ପ୍ରତିବାଦ କରିବାକୁ କନ୍ଧମାଳ ଜିଲ୍ଲା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ,

Udaya_Labanya | September 2, 2022 | 12 views |0 | Breaking News



ଫୁଲବାଣୀ -2/09(ସୁନୀଲ ପଟନାୟକ )
କନ୍ଧମାଳ ଜିଲାର ବଛା ବଛା କିଛି ନେତା ଆଜି ଦିଲ୍ଲୀ ଗସ୍ତ କରିଛନ୍ତି l
ଏ ଆଇ ସି ସି ଡ଼ାକରାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏ ଆଇ ସି ସି ସଦସ୍ୟଘନ ଶବର, ନଗର କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ବଳଦେବ ବେହେରା, ଗୌର ବେହେରା, ପ୍ରମୁଖ ଦିଲ୍ଲୀ ଗ୍ରସ୍ତ କରିଛନ୍ତି l
ସେମାନେ ଦରଦାମ ବୃଦ୍ଧି ନେଇ ଦିଲ୍ଲୀ ରେ କେନ୍ଦ୍ରସରକାଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେବୋଲି ଜଣା ପଡ଼ିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଯୁବକ…

Udaya_Labanya | December 5, 2022 | 2 views |0

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି। ଜଣେ ୧୭ ବର୍ଷର ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୧ ବର୍ଷର…

ଆଇନ ସେବା ପ୍ରାଧିକରଣ ସଚିବ ଲୋକଙ୍କ ସୁବିଧା…

Udaya_Labanya | December 5, 2022 | 2 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ‌ଚକାପାଦ‌ ବ୍ଳକ ଅନ୍ତର୍ଗତ ବେହେରା ଗାଁ ପଞ୍ଚାୟତ ର ‌ଲଣ୍ଡାପାଜୁ‌ ଗାଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ‌ ଶ୍ରୀମତୀ ‌ଅନୁଶିଳା ରୟଶନିବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ…

Leave a Reply

Your email address will not be published. Required fields are marked *

Archives

Categories