ଫୁଲବାଣୀ ରେ ଶାନ୍ତି ଶୃଙ୍ଖଳା ର ସହ ଗଣେଶ ମେଢ଼ ବିସର୍ଜନ

Udaya_Labanya | September 5, 2022 | 11 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଫୁଲବାଣୀସହର ର ବିଭିନ୍ନ ସାହି ଓ କ୍ଲବ ପକ୍ଷରୁ ଅନୁଷ୍ଠିତ ଗଣେଶ ମେଢ଼ ସବୁ କୁ ବାଜା ଓ ଲାଇଟ ରେ ସଜାଇ ନାଚ ଗୀତ ସହ ବିରାଟ ପଟୁଆର ରେ ସହର ମୁଖ୍ୟ ରାସ୍ତା ରେ ନେଇ ଵିସର୍ଜନକରିଥିଲେ l
ଦେଖିବାପାଇଁ ବଜାର ରେ ଲୋକ ମାନଙ୍କ ପ୍ରବଳ ଭିଡ ହୋଇଥିଲା l
ଡି ଆର ଡି ଏ ଛକ, ଏଫ ସି ଆଇ ଛକ, ପିଅନ ପଡା, ଓ ଅନ୍ୟାନ୍ୟ ଛକ ରେ ଅନୁଷ୍ଠିତ ଗଣେଶ ମୂର୍ତି ସବୁ ପୂଜାର୍ଚନା କରାଯାଇ ରୀତି ନୀତି ଅନୁଯାୟୀ ବିସର୍ଜନ କରାଯାଇଥିଲା l
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ଓ ପୋଲିସ ଅଫିସର ଙ୍କୁ ମୃତୟନକରାଯାଇଥିଲା l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories