ଭୁବେନେଶ୍ୱର ଠାରୁ ଗୁଟିଙ୍ଗିଆ ବସ ର ଶୁଭାରମ୍ଭ

Udaya_Labanya | September 9, 2022 | 43 views |0 | Breaking News

,
ଫୁଲବାଣୀ(ଉଲାପ୍ର )
ଶୁକ୍ରବାର ଆଜିଠୁ ଟିକାବାଲି ବ୍ଲକ ଗୁଟିଙ୍ଗିଆ ଠାରୁ ରାଜଧାନୀଭୁବେନଶ୍ୱର କୁ ଚମ୍ପତି ନାମକ ଏକ ବେସରକାରୀ ବସ ର ଶୁଭାରମ୍ଭ ହୋଇଛି l
ଏହି ରୁଟ ରେ ବସ ଚଳା ଚଳ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବୀ କରିଆସୁଥିଲେ l
ଏହି ବିଳାସ ପୁର୍ଣ ବସ ଟି ଗୁଟିଙ୍ଗିଆ ରୁ ସକାଳ ଚାରିଟା ପାଞ୍ଚ ମିନିଟ ରୁ ବାହାରି କାଇଁଝର, ଶଙ୍କରାଖୋଲ, ଟିକାବାଲି, ଚକାପାଦ, ଦଶପଲ୍ଲା, ଗଣିଆ, କଣ୍ଟିଲୋ ଦେଇ ଭୁବେନେଶ୍ୱର ଯିବା ଆସିବା କରିବ ବୋଲି ଜଣାପଡିଛି l ସେହିପରି ଭୁବେନଶ୍ୱର ରୁ ଗୋଟା ଏ କୋଡିଏ ମିନଟ ରେବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଛାଡିବ lଏହି ବସ ଦ୍ୱାରା ଅଂଚଳ ର ଶହ ଶହ ଯାତ୍ରୀ ଉପକୃତ ହେବେl ଫଳରେ ଜିଲ୍ଲା ପରିବହନ ଅଧିକାରୀଗତି କୃଷ୍ଣ ସାମନ୍ତରାୟ ଙ୍କୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories