ଭୁବେନେଶ୍ୱର ଠାରୁ ଗୁଟିଙ୍ଗିଆ ବସ ର ଶୁଭାରମ୍ଭ

Udaya_Labanya | September 9, 2022 | 36 views |0 | Breaking News

,
ଫୁଲବାଣୀ(ଉଲାପ୍ର )
ଶୁକ୍ରବାର ଆଜିଠୁ ଟିକାବାଲି ବ୍ଲକ ଗୁଟିଙ୍ଗିଆ ଠାରୁ ରାଜଧାନୀଭୁବେନଶ୍ୱର କୁ ଚମ୍ପତି ନାମକ ଏକ ବେସରକାରୀ ବସ ର ଶୁଭାରମ୍ଭ ହୋଇଛି l
ଏହି ରୁଟ ରେ ବସ ଚଳା ଚଳ ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ହେଲା ଦାବୀ କରିଆସୁଥିଲେ l
ଏହି ବିଳାସ ପୁର୍ଣ ବସ ଟି ଗୁଟିଙ୍ଗିଆ ରୁ ସକାଳ ଚାରିଟା ପାଞ୍ଚ ମିନିଟ ରୁ ବାହାରି କାଇଁଝର, ଶଙ୍କରାଖୋଲ, ଟିକାବାଲି, ଚକାପାଦ, ଦଶପଲ୍ଲା, ଗଣିଆ, କଣ୍ଟିଲୋ ଦେଇ ଭୁବେନେଶ୍ୱର ଯିବା ଆସିବା କରିବ ବୋଲି ଜଣାପଡିଛି l ସେହିପରି ଭୁବେନଶ୍ୱର ରୁ ଗୋଟା ଏ କୋଡିଏ ମିନଟ ରେବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଛାଡିବ lଏହି ବସ ଦ୍ୱାରା ଅଂଚଳ ର ଶହ ଶହ ଯାତ୍ରୀ ଉପକୃତ ହେବେl ଫଳରେ ଜିଲ୍ଲା ପରିବହନ ଅଧିକାରୀଗତି କୃଷ୍ଣ ସାମନ୍ତରାୟ ଙ୍କୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ l

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories