ବାଇକ ରୁ ଖସି ଆଇ ସି ଡି ଏସ ସୁପ୍ରଭାଇଜର ଗୁରୁତର

Udaya_Labanya | September 11, 2022 | 24 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଅସାବଧାନତା ବଶତଃ ଚଳନ୍ତା ବାଇକ ରୁ ଖସିପଡି ଆଇ ସି ଡ଼ିଏସ ସୁପର ଭାଇଜର ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ହୋଇଥିବା ସୁପରଭାଇଜର ଜଣଙ୍କ ଖଜୁରୀପଡା ବ୍ଲକ ରା ଶୁଭଲକ୍ଷ୍ମୀ ପାଣିଗ୍ରାହୀ l
ଶୁଭଲକ୍ଷ୍ମୀ ଙ୍କ ମୁଣ୍ଡଓ ଶରୀର ର କେତକ ସ୍ଥାନରେ ଆଘାତ ଲାଗିଛି l
ସେ ଶୁକ୍ରବାର ରାତିରେ ଡିଉଟି ସାରିବାଇକ ରେ ତାଙ୍କ ଗ୍ରାମ କୁ ଯାଉଥିବାବେଳେ ରତଙ୍ଗ ନିକଟ ଡଙ୍ଗରପଡା ଠାରେ ଅସାବଧାନତା ବଶତଃ ହମ୍ପସ ନିକଟରେ ବାଇକ ରୁ ଖସିପଡିଥିଲେ l
ଖବରପାଇ ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ପହଂଚି ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ, ପରେ ଫୁଲବାଣୀ ସଦର
ମହକୁମା ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଅ ଵସ୍ଥା ଗୁରୁତର ଥିବାରୁ ତାଙ୍କୁ ସମ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories