ବାଇକ ରୁ ଖସି ଆଇ ସି ଡି ଏସ ସୁପ୍ରଭାଇଜର ଗୁରୁତର

Udaya_Labanya | September 11, 2022 | 15 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
ଅସାବଧାନତା ବଶତଃ ଚଳନ୍ତା ବାଇକ ରୁ ଖସିପଡି ଆଇ ସି ଡ଼ିଏସ ସୁପର ଭାଇଜର ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଆହତ ହୋଇଥିବା ସୁପରଭାଇଜର ଜଣଙ୍କ ଖଜୁରୀପଡା ବ୍ଲକ ରା ଶୁଭଲକ୍ଷ୍ମୀ ପାଣିଗ୍ରାହୀ l
ଶୁଭଲକ୍ଷ୍ମୀ ଙ୍କ ମୁଣ୍ଡଓ ଶରୀର ର କେତକ ସ୍ଥାନରେ ଆଘାତ ଲାଗିଛି l
ସେ ଶୁକ୍ରବାର ରାତିରେ ଡିଉଟି ସାରିବାଇକ ରେ ତାଙ୍କ ଗ୍ରାମ କୁ ଯାଉଥିବାବେଳେ ରତଙ୍ଗ ନିକଟ ଡଙ୍ଗରପଡା ଠାରେ ଅସାବଧାନତା ବଶତଃ ହମ୍ପସ ନିକଟରେ ବାଇକ ରୁ ଖସିପଡିଥିଲେ l
ଖବରପାଇ ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ ଷ୍ଟାଫ ପହଂଚି ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ, ପରେ ଫୁଲବାଣୀ ସଦର
ମହକୁମା ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଅ ଵସ୍ଥା ଗୁରୁତର ଥିବାରୁ ତାଙ୍କୁ ସମ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 5 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories