ଦଶହରା ଉପଲକ୍ଷେ ୟୁଥ ୱାରୀୟର ପ୍ରସ୍ତୁତି ବୈଠକ

Udaya_Labanya | September 12, 2022 | 26 views |0 | Breaking News

:ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଦିନ 10 ଘଣ୍ଟିକା ରେ ଟିକାବାଲି ପଞ୍ଚାୟତ ବୈଠକ ଗୃହରେ ୟୁଥ ୱାରୀୟର ତରଫରୁ ଦଶହରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆକର୍ଷଣୀୟସାଙ୍ଗକୁ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା l ଚଳିତ ବର୍ଷ ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ କିଭଳି ଢଙ୍ଗ ରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା l ଏହି ବୈଠକ ରେ କନ୍ଧମାଳ ର ବିଭିନ୍ନ ପ୍ରାନ୍ତ ରୁ ୟୁଥ ୱାରୀୟର ର ସଦସ୍ୟ ମାନେ ବହୁ ସଂଖ୍ୟା ରେ ଯୋଗଦେଇଥିଲେ l କୁନ୍ଦୁରୁ ମଲ୍ଲିକ ଏହି ବୈଠକ ର ସଭାପତିତ୍ୱ ଆସନ ଗ୍ରହଣ କରିଥିଲେ l ତତସହିତ ଅରବିନ୍ଦ ମହାପାତ୍ର,ସମ୍ବିତ ବେହେରା,ଗକୁଳ ଭୋଇ,ତନୁଜ କୁମାର ଭୋଇ,ମନୋଜ କହଁର,, ଜଗଦିଶ ପ୍ରସାଦ ନାୟକ,ବିଷ୍ଣୁ ପ୍ରସାଦ ହୋତା,ପ୍ରମିଶ ଦିଗାଲ, କୁମୁଦ ଚନ୍ଦ୍ର ସାହୁ,ହେମନ୍ତ ଦିଗାଲ,ରାଧାକାନ୍ତ ପ୍ରଧାନ ଶାନ୍ତନୁ ଦିଗାଳ, ପ୍ରତ୍ୟୁଷ ଦେହୁରୀ, ଗୋବର୍ଧନ ନାୟକ, ବିଶାଳ କୁମାର ନାୟକ, ରାଜ କୁମାର ପାତ୍ର, ଉତ୍ତମ ଅମାତ୍ୟ ଆକାଶ ନାୟକ, ଗୋବିନ୍ଦ ମେହେର, ଆଶିଷ ସୁବୁଦ୍ଧି, ଗୁରୁ ପ୍ରସାଦ ନାୟକ, କଳାଚlନ୍ଦ ଦିଗାଳ, ସଦାନନ୍ଦ ଦିଗାଳ, ଧୀରୋଜ ନାୟକ, ଅରୁଣ ପାଣ୍ଡେ, କେଦାର ଦିଗାଳ, ଡି. ବିଶ୍ୱଜିତ, ଜିତ କୁମାର ଦିଗାଳ, ରଞ୍ଜନ ପାତ୍ର ଙ୍କ ସହ ଅନେକ ସଦସ୍ୟ ଯୋଗଦେଇଥିଲେ l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories