ଦଶହରା ଉପଲକ୍ଷେ ୟୁଥ ୱାରୀୟର ପ୍ରସ୍ତୁତି ବୈଠକ

Udaya_Labanya | September 12, 2022 | 11 views |0 | Breaking News

:ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ଦିନ 10 ଘଣ୍ଟିକା ରେ ଟିକାବାଲି ପଞ୍ଚାୟତ ବୈଠକ ଗୃହରେ ୟୁଥ ୱାରୀୟର ତରଫରୁ ଦଶହରା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଆକର୍ଷଣୀୟସାଙ୍ଗକୁ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା l ଚଳିତ ବର୍ଷ ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ କିଭଳି ଢଙ୍ଗ ରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରାଗଲା l ଏହି ବୈଠକ ରେ କନ୍ଧମାଳ ର ବିଭିନ୍ନ ପ୍ରାନ୍ତ ରୁ ୟୁଥ ୱାରୀୟର ର ସଦସ୍ୟ ମାନେ ବହୁ ସଂଖ୍ୟା ରେ ଯୋଗଦେଇଥିଲେ l କୁନ୍ଦୁରୁ ମଲ୍ଲିକ ଏହି ବୈଠକ ର ସଭାପତିତ୍ୱ ଆସନ ଗ୍ରହଣ କରିଥିଲେ l ତତସହିତ ଅରବିନ୍ଦ ମହାପାତ୍ର,ସମ୍ବିତ ବେହେରା,ଗକୁଳ ଭୋଇ,ତନୁଜ କୁମାର ଭୋଇ,ମନୋଜ କହଁର,, ଜଗଦିଶ ପ୍ରସାଦ ନାୟକ,ବିଷ୍ଣୁ ପ୍ରସାଦ ହୋତା,ପ୍ରମିଶ ଦିଗାଲ, କୁମୁଦ ଚନ୍ଦ୍ର ସାହୁ,ହେମନ୍ତ ଦିଗାଲ,ରାଧାକାନ୍ତ ପ୍ରଧାନ ଶାନ୍ତନୁ ଦିଗାଳ, ପ୍ରତ୍ୟୁଷ ଦେହୁରୀ, ଗୋବର୍ଧନ ନାୟକ, ବିଶାଳ କୁମାର ନାୟକ, ରାଜ କୁମାର ପାତ୍ର, ଉତ୍ତମ ଅମାତ୍ୟ ଆକାଶ ନାୟକ, ଗୋବିନ୍ଦ ମେହେର, ଆଶିଷ ସୁବୁଦ୍ଧି, ଗୁରୁ ପ୍ରସାଦ ନାୟକ, କଳାଚlନ୍ଦ ଦିଗାଳ, ସଦାନନ୍ଦ ଦିଗାଳ, ଧୀରୋଜ ନାୟକ, ଅରୁଣ ପାଣ୍ଡେ, କେଦାର ଦିଗାଳ, ଡି. ବିଶ୍ୱଜିତ, ଜିତ କୁମାର ଦିଗାଳ, ରଞ୍ଜନ ପାତ୍ର ଙ୍କ ସହ ଅନେକ ସଦସ୍ୟ ଯୋଗଦେଇଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories