ମା ଗଜଲକ୍ଷ୍ମୀ ପୂଜା କମିଟୀ ନୂତନ କର୍ମକର୍ତା ନିର୍ବାଚନ ମାନସ ସଭାପତି ଓ ସୁଜିତ ସମ୍ପାଦକ

Udaya_Labanya | September 12, 2022 | 65 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଚଳିତ ବର୍ଷ ମା ଗଜଲକ୍ଷ୍ମୀ ଓ ରାବଣ ଦରବାର ମହୋତ୍ସବ ଜାକ ଜକମଓ ଶାନ୍ତି ଶୃଙ୍ଖଳା ରେ ଆୟୋଜନ କରିବା ପାଇଁ ଏକନୂତନ
ପରିଚାଳନା କମିଟି ଗଠନ କରାଯାଇଛି lସଭାପତି ଭାବେ ମାନସ କୁମାର ବେହେରା, ଉପସଭାପତି ସୁନୀଲ ବେହେରା, ସମ୍ପାଦକ ସୁଜିତ ବେହରା, ସହ -ସମ୍ପାଦକ ଭାବେ ଅସୀମ ନାୟକ, କୋଷାଧ୍ୟ କ୍ଷ ଭାବେ ମିଟୁ ମହାନନ୍ଦ, ସହ -କୋଷାଧ୍ୟକ୍ଷ ହେମନ୍ତ ଡିଗାଲ, ସାଂସ୍କୃତିକ ସମ୍ପାଦକ ଵିପୁନ ବେହେରା, ସହ -ସାଂସ୍କୃତିକ ସମ୍ପାଦକ ଗୁଡ୍ଡୁ ବେହେରା, ଓ ସମ୍ବିତ ବେହେରା ଙ୍କୁ ମନୋନୀତ କରାଯାଇଛି l
ସେହି ଭଳି ଉପଦେଷ୍ଟା ଭାବେ ଶ୍ରୀବଚ୍ଛ ବେହେରା, ଦୀପକ ବେହେରା, ହୃଷିକେଶ ବେହେରା, କୁନା କହଁର, ଆଦିତ୍ୟ ନାୟକ, ଅମର ବେହେରା, ପ୍ରମୁଖ ମନୋନୀତ ହୋଇଥିବା ସମ୍ପାଦକ ସୁଜିତ ବେହେରା କହିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories