ପଂଚାୟତ କୁ ମଦ ମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

Udaya_Labanya | September 15, 2022 | 9 views |0 | Breaking News


ଫୁଲବାଣୀ (ଉଲା ପ୍ର )
ନିଜ ଗାଁ ଓ ପଂଚାୟତ କୁ ମଦ ମୁକ୍ତ କରିବାଲାଗି ଅଣ୍ଟା ଭିଡ଼ିଲେ ମହିଳା ମହିଳlମାନେ ଏକଜୁଟ ହୋଇ ପଂଚାୟତ ର ୱାର୍ଡ କୁ ୱାର୍ଡ ବୁଲି ମଦ ବିକ୍ରୀ ଓ ସେବନ କୁ ମନା କରୁଛନ୍ତି l ଏଥିସହ ଗ୍ରାମର ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l
ସରପଞ୍ଚ ନରୋତ୍ତମ ପ୍ରଧାନ, ରମେଶ ଦିଗଲ ଆରତୀ ପ୍ରଧାନ, କମଳିନୀ ପ୍ରଧାନ ସ୍ଵପ୍ଣନାୟକ ସମେତ ବହୁ ମହିଳା ମାନେ ମଦ ମୁକ୍ତି ଅଭିଯାନ ରେ ସାମିଲ ହୋଇଥିଲେ l
ଏହି କାର୍ଯ୍ୟରେ ପୋଲିସ ଓ ଅବକାରୀ ବିଭାଗ ସହଯୋଗକଲେ ଏହି ଅଭିଯାନ ଶିଘ୍ର ସଫଳ ହୁଅନ୍ତା ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତିl

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories