#Breaking News

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ର ଙ୍କର ୧୩୫ ତମ ଜନ୍ମ ଉତ୍ସବ ପାଳିତ

ଢେଙ୍କାନାଳ (ଉଲା ପ୍ର )ଢେଙ୍କାନାଳ ସ୍ଥାନୀୟ ଦକ୍ଷିଣ କାଳୀ ରୋଡ ସ୍ଥିତ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କର ସତସଙ୍ଗ ବିହାରଠାରେ ୧୩୫ ତମ ଜନ୍ମ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି.ସତସଙ୍ଗ ପରିଚାଳନା ଶ୍ରୀଯୁକ୍ତ ପ୍ରକାଶ କୁମାର ରାଉତ(ମୁଖ ପ୍ରାରମ୍ଭିକ)
ପ୍ରାରମ୍ଭିକ ସୂଚନା ଶ୍ରୀଯୁକ୍ତ ମହାବିର ପ୍ରସାଦ ତ୍ରିପାଠୀ, ଭୁବନେଶ୍ୱର ରୁ ଆସିଥିବା ମୁଖ୍ୟବକ୍ତା ଡକ୍ଟର ସୁମନ୍ତ୍ ମିଶ୍ର ଯୋଗ ଦେଇଥିଲେ…

ମୁଖ୍ୟ ବକ୍ତା କହିଥିଲେ ଠାକୁରଙ୍କର ନିତି ଆଦର୍ଶ ବର୍ତ୍ତମାନ ପରିସ୍ଥିତିରେ ଠାକୁରଙ୍କର ଭାବାଦର୍ଶ ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ଶୁସାନ୍ତ କୁମାର ଶତପତୀ ପରିଚାଳନା କରିଥିଲେ । ଏକ ଶହ ରୁ ଉର୍ଦ୍ଧ କର୍ମଚାରିଙ୍କ ଉପସ୍ଥିତର ଏହି ୧୩୫ ତମ ଜନ୍ମ ଉତ୍ସବ ଟି ପାଳିତ ହୋଇଯାଇଛି ।

Leave a comment

Your email address will not be published. Required fields are marked *