ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ବିଶ୍ୱକର୍ମା ପୂଜା ପାଳିତ

Udaya_Labanya | September 18, 2022 | 12 views |0 | Breaking News


ଫୁଲବାଣୀ (ଉଲ୍ଲାପ୍ର )
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲାରେ ବିଶ୍ୱକର୍ମା ପୂଜା ମହାସମା ରୋହରେ ପାଳିତ ହୋଇଥିଲା l
ବିଶେଷ କରି ସହରରେ ପୂର୍ତ୍ତ ବିଭାଗ, ଜି ଇ ଡି, ପି ଏଚ ଇ ଡି, ଆଗରୋ ଇଣ୍ଡଷ୍ଟ୍ରିସ, ଠିକାଦାର ସଙ୍ଘ, ଇ ଏଚ ଟି, ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଜାକଜକମ ରେ ଅନୁଷ୍ଠିତ ହୋଇଥିଲା l
ପାଗ ଅନୁକୂଳ ଥିବାରୁ ଲୋକେ ସନ୍ଧ୍ୟାରେ ପୂଜା ଦେଖିବା ଲାଗି ଭିଡ଼ ଜମାଇଥିଲେ l
ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତାୟନ ହୋଇଥିଲା

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 32 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories