ଜମି ବିବାଦ, ଅନିର୍ଦିଷ୍ଟ କାଳ ଯାଏ ଦୋକାନ ବଜାର ବନ୍ଦ

Udaya_Labanya | September 22, 2022 | 10 views |0 | Breaking News

ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଂବାଡ଼ି ସ୍ଥିତ ଚାରିଛକ ଠାରେ ଥିବା ଠାକୁର ଜମିକୁ ନେଇଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ନେଇ ଗତକାଲିଠୁ ସମସ୍ତ ଦୋକାନ ବଜାର ବନ୍ଦ ନିଷ୍ପତି ନେଇଛି ଦାରିଙ୍ଗ ବାଡି ବଣିକ ସଙ୍ଘ l ଏଥିସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛି ବଣିକସଂଙ୍ଘ l
ସୂଚନାଯୋଗ୍ୟଯେ, ଏହି ଜମିରେ ଦୀର୍ଘବର୍ଷ ହେଲା ଦୁର୍ଗାପୂଜା କରାଯାଇଆସୁଛି l ଏବେ ସେହି ସ୍ଥାନ କୁ ଦୁର୍ଗାପୂଜା ଲାଗି ସଫା ପୂଜା କମିଟି ସଫାସୁତୁରା କରୁଥିବାବେଳେ କିଛି ଦୁର୍ବୁତ୍ତ ଆସି ତାରବାଡ ଲଗାଇଥିଲେ lସେଠାରେ ବିଶ୍ରାମଗାର କରିଯିବ ବୋଲି ପ୍ରଶାସନ ଚିହ୍ନଟ କରିଥିବା କହୁଛନ୍ତି ଫଳରେ ଉ ତ୍ତେଜନାମୂଳକ ପରିସ୍ଥିତି
ସୃଷ୍ଟି ହୋଇଥିଲା lଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା ଏ ହାକୁ ନେଇ ବଣିକ ସଙ୍ଘ ଥାନାରେ ଏତଲା ଦେଇଛି l
ଗୁରୁବାର ଉଭୟ ପକ୍ଷଙ୍କ ସହ ଆଲୋଚନା କରି ବିବାଦ ର ସମାଧାନ କରାଯିବ ବୋଲି ଜଣାପଡିଛିl ବୃହତର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ମାମଲା ର ସମାଧାନ ଜରୁରୀ l

ଦୋକାନ ବଜାର ବନ୍ଦ
ଫୁଲବାଣୀ -22/09(ସୁନୀଲ ପଟନାୟକ )

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories