#Breaking News

ସୁଡ୍ରା ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅନୁଷ୍ଠିତ

ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ସରୋଜିନୀ ମଳିକ ଙ୍କ ନେତୃତ୍ୱ ରେ ସୁଡ୍ରା ବଜାର ହାଟ, ବିଦ୍ୟାଳୟ ପରିସର ଆଦି ବିଭିନ୍ନ ଅଞ୍ଚଳ ରେ ଗାଁ ଲୋକେ ମିଳିମିଶି ସଫା ସୁତରା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଡିଗାଲ, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ସାବତ, ବ୍ଲକ ସଂଯୋଜକ ସୁନୀଲ କୁମାର ଡିଗାଲ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ମହିଳା ସ୍ୱୟଂ ସହାୟକଗୋଷ୍ଠୀ ଗ୍ରାମବାସୀ ପ୍ରମୁଖ ଏହି ସ୍ଵଛ ଭାରତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ lପରିବେଶ କୁ ସ୍ଵଛ ଓ ସୁନ୍ଦର ରଖିବାଲାଗିସମସ୍ତେ ଶପଥ ମଧ୍ୟ ନେଇଥିଲେ l

Leave a comment

Your email address will not be published. Required fields are marked *