ଦାରିଙ୍ଗବାଡି ରେ ଅବକାରୀବିଭାଗ ର ଚଢ଼ାଉ, ୨୮ କୁଇଣ୍ଟାଲ ମହୁଲ ଜବତ

Udaya_Labanya | September 25, 2022 | 7 views |0 | Uncategorized


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଭ୍ରମରବାଡି ରେ ଅବକାରୀ ବିଭାଗ r ଚଢ଼ାଉ lଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀଣ କୁମାର ଙ୍କ ନିର୍ଦେଶ କ୍ରମେ ବିଭାଗ ର କର୍ମଚାରୀ ପୋଲିସ ସହାୟତା ରେ ଭ୍ରମରବାଡି ଗ୍ରାମରେ ଚଢ଼ାଉ କରି ଜଣକୁ ଗିରଫକରିବା ସହ ପ୍ରାୟ ୨୮ କୁଇଣ୍ଟାଲ ଚୋରା ମହୁଲ ଜବତ କରିଛି lଏନେଇ ଅବକାରି ବିଭାଗପକ୍ଷରୁ ୭୭ /୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି l
ଅବକାରୀ ଇନିସ୍ପେକ୍ଟର ଉମା ଚରଣ ବେହେରା, ପୋଲିସ ସବ ଇନିସ୍ପେକଟର ସାଇଲା ଓରାମ,ଓ ସାଗର ଭୋଇ ଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ…

Udaya_Labanya | December 1, 2022 | 6 views |0

ଫୁଲବାଣୀ,(ସୁନୀଲ ପଟନାୟକ) ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ…

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

Udaya_Labanya | October 3, 2022 | 15 views | 1

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ…

Leave a Reply

Your email address will not be published. Required fields are marked *

Archives

Categories