#Breaking News

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର


ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲାl ଏଥିରେ ‌ମୂଖ୍ୟ ଅତିଥି ଭାବେ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ସନ୍ତୋଷ କୁମାର ଜେନା ,ସି ଜେ ଏମ ସାଇ କାତ ପାତ୍ର, l ଲି ଗାଲ ଏଡ ସଚିବ ଶ୍ରୀମତୀ ଅନୁସୟା ରାୟ, ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷାଅଧିକାରୀ ବଳାରାମସେଠି, ଫିଜିଓଥେରାପି ଅକ୍ଷୟ କୁମାର ପଣ୍ଡା plv,ର ଅଶୋକ କୁମାର ପ୍ରଧାନ ନିରଞ୍ଜନ ପଣ୍ଡା, ଶଙ୍କର ମହାନ୍ତି ଓ ମେଡିକାଲ ର କର୍ମ ଚାରୀ ଓଚକ୍ଷୁ ବିଶେଷଜ୍ଞ ଯୋଗ ‌ଦେଇଥିଲେl ଆଇନ ସେବା ଉପରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବା ନେଇ କଣ ସବୁ ବ୍ୟବସ୍ଥା ରହିଛି ଲୋକ ମାନେକିଭଳି ଏହାର ମାଗଣାରେ ସେବା ପାଇପାରିବେ ଲୋକଙ୍କୁ ବୁଝାଇ ଦିଆ ଯାଇଥିଲା

Leave a comment

Your email address will not be published. Required fields are marked *