ଆଜିଠାରୁ ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨

Udaya_Labanya | October 21, 2022 | 12 views |0 | Breaking News


ଫୁଲବାଣୀ(ସୁନୀଲପଟନାୟକ)
ଆସନ୍ତାକାଲିଠାରୁ ଫୁଲବାଣୀ ସ୍ଥିତ ରିଜର୍ଭପଡ଼ିଆଠାରେ ସପ୍ତମ ସହୀଦମେ ମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଥିରେ ଜିଲ୍ଲାର ବଛା ବଛା ୧୬ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିବେ । ଆସନ୍ତାକାଲି ଦିନ ଗୋଟାଏରେ ମ୍ୟାଚ ଆରମ୍ଭ ହେବ । ଆସନ୍ତାକାଲି ୨୧ ତାରିଖ ଦିନ ଗ୍ରାଉଣ୍ଡ ୧ରେ ଏସଓଜି ୧୧ ଓ ବ୍ଲ କ୍ଯ।ପସ ଓ ଗ୍ରାଉଣ୍ଡ ୨ରେ ଜୁନିୟର ୧୧ଓଜି.ଉଦୟଗିରି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।ରିଜର୍ଭ ଇନସ୍ପେକ୍ଟର
ଧ6ର୍ମନ୍ଦ୍ର ପ୍ରଧାନ ଓ ସର୍ଜେଣ୍ଟ ଆଗ୍ରହ ଓ ଉଦ୍ୟମ . ରେ ଏହି ମ୍ୟାଚ ଆୟୋଜନ କରାଯାଇଛି । ଏଥିରେ ପୋଲିସ ସଂଘର ସକ୍ରୀୟ ସହଯୋଗ ରହିଛି ।
ଚମ୍ପିୟନଦଳ ଓ ରନର୍ସ ଦଳ କୁ ଆର୍ଥୀକ ପୁରସ୍କାର ସହ ଟ୍ରଫି ରହିଛି ।
ଫାଷ୍ଟ ସେମିଫାଇନାଲ ୨୭ରେ ହେବାକୁଥିବାବେଳେ ସେକେଣ୍ଡ ସେମିଫାଇନାଲ ମ୍ୟାଚ ୨୮ରେ ଓ ଫାଇନାଲ ୩୦ ତାରିଖ ଦିନ ଅନୁଷ୍ଠିତ ହେବ।
ଏହି ମ୍ୟାଚରେ ପୋଲିସକ୍ରିକେଟ ଟିମ, ପ୍ରେସ ୧୧.ଏସ ଓ ଜି. ଫିରିଙ୍ଗିଆ, ଜି.ଉଦୟଗିରି,ରାଇକିଆ, ସାରଙ୍ଗ ଡ. ତୁମୁଡିବନ୍ଧ, ଆର. ନୂଆଗାଁ, ଜୁନିୟର ୧୧,ବ୍ଲ୍କ୍କ୍କ୍କ୍ୟ ପସ,ବିଶିପଡ଼ା, ମ ନିଫାଇଟର, ଗୋଛା ପଡା, ଡିଏଏ ଫୁଲବାଣୀ, ଏସ.ଡିଏଏବାଲିଗୁଡ଼ା ଆଦି ଅଂଶଗ୍ରହଣ କରିବେ। ଖେଳଯେପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ସେଥିପ୍ରତି ଆୟୋଜକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥିବା କହିଛନ୍ତି ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories