ଅନାଥାଶ୍ରମ ରେ ଦୀପାବଳି ମନାଇଲେ ପୋୖରାଧ୍ୟକ୍ଷା

Udaya_Labanya | October 25, 2022 | 19 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀପୌରାଧ୍ୟକ୍ଷl ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଫୁଲବାଣୀ ସହର ର କେନ୍ଦୁପଦର ଠାରେ ଥିବା ଅନାଥାଶ୍ରମ କୁ ଯାଇ ସେଠାରେ ଥିବା କୁନି କୁନି ପିଲାଙ୍କ ସହ ଆଲୋକ ର ପର୍ବ ଦୀପାବଳି ଉତ୍ସବ କୁ ବେଶ ଆନନ୍ଦ ଉଲ୍ଲାସ ର ସହ ମନାଇଥିଲେ l ସେଠାରେ ଦୀପ ଲଗାଇ ପିଲାମାନଙ୍କୁ ମିଠା ଖୁଆଇଥିଲେ ପୋୖରାଧ୍ୟକ୍ଷା ସ୍ମିତା l
ପୋୖରାଧ୍ୟକ୍ଷା ଙ୍କୁ ନିକଟରେ ପାଇ ପିଲାମାନେ ବେଶ ଖୁସିମଧ୍ୟ ହୋଇଥିଲେl ପୋୖରାଧ୍ୟକ୍ଷା
ସ୍ମିତା ମଧ୍ୟ ଅନାଥ ପିଲାଙ୍କ ସହ ଦୀପାବଳି ମନାଇ ଖୁସି ଅନୁଭଵ କରିଥିବା କହିଛନ୍ତି l
ଏହି ଅବସର ରେ ସ୍ମିତା ଦୀପାବଳି ହେଉଛି ଆଲୋକ ର ପର୍ବ l ଆନନ୍ଦ ଉତ୍ସଵ ର ପର୍ବ l ପୂର୍ବପୁରୁଷ ମାନଙ୍କୁ ସ୍ମରଣ କରିବାର ପର୍ବ l ଏଣୁଆତସ ବାଜି କି ବାଣ ଆଦି ନ ଫୁଟାଇ ଘରେ ଘରେ ଦୀପଜାଳି,ଆଲୋକ ରେ ଘରକୁ ସଜ୍ଜାଇ ପରସ୍ପର କୁ ମିଠା ଖୁଆଇ ଦୀପାବଳି ମନାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l.ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ଆଉବିଭିନ୍ନ ରୋଗ ରେ ଶିକାର ହେବାକୁ ପଡୁଥିବା କହିଥିଲେ ସ୍ମିତା l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories