ଅନାଥାଶ୍ରମ ରେ ଦୀପାବଳି ମନାଇଲେ ପୋୖରାଧ୍ୟକ୍ଷା

Udaya_Labanya | October 25, 2022 | 11 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀପୌରାଧ୍ୟକ୍ଷl ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଫୁଲବାଣୀ ସହର ର କେନ୍ଦୁପଦର ଠାରେ ଥିବା ଅନାଥାଶ୍ରମ କୁ ଯାଇ ସେଠାରେ ଥିବା କୁନି କୁନି ପିଲାଙ୍କ ସହ ଆଲୋକ ର ପର୍ବ ଦୀପାବଳି ଉତ୍ସବ କୁ ବେଶ ଆନନ୍ଦ ଉଲ୍ଲାସ ର ସହ ମନାଇଥିଲେ l ସେଠାରେ ଦୀପ ଲଗାଇ ପିଲାମାନଙ୍କୁ ମିଠା ଖୁଆଇଥିଲେ ପୋୖରାଧ୍ୟକ୍ଷା ସ୍ମିତା l
ପୋୖରାଧ୍ୟକ୍ଷା ଙ୍କୁ ନିକଟରେ ପାଇ ପିଲାମାନେ ବେଶ ଖୁସିମଧ୍ୟ ହୋଇଥିଲେl ପୋୖରାଧ୍ୟକ୍ଷା
ସ୍ମିତା ମଧ୍ୟ ଅନାଥ ପିଲାଙ୍କ ସହ ଦୀପାବଳି ମନାଇ ଖୁସି ଅନୁଭଵ କରିଥିବା କହିଛନ୍ତି l
ଏହି ଅବସର ରେ ସ୍ମିତା ଦୀପାବଳି ହେଉଛି ଆଲୋକ ର ପର୍ବ l ଆନନ୍ଦ ଉତ୍ସଵ ର ପର୍ବ l ପୂର୍ବପୁରୁଷ ମାନଙ୍କୁ ସ୍ମରଣ କରିବାର ପର୍ବ l ଏଣୁଆତସ ବାଜି କି ବାଣ ଆଦି ନ ଫୁଟାଇ ଘରେ ଘରେ ଦୀପଜାଳି,ଆଲୋକ ରେ ଘରକୁ ସଜ୍ଜାଇ ପରସ୍ପର କୁ ମିଠା ଖୁଆଇ ଦୀପାବଳି ମନାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l.ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ଆଉବିଭିନ୍ନ ରୋଗ ରେ ଶିକାର ହେବାକୁ ପଡୁଥିବା କହିଥିଲେ ସ୍ମିତା l

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories