#Breaking News

ଫୁଲବାଣୀ ରେ ସଞ୍ଚୟ ରଥ ଉଦଘାଟିତ


ଫୁଲବାଣୀ (ସୁନୀଲ ପଟନାୟକ )
ରବିବାର ବିଶ୍ୱ ମିତଵ୍ୟୟିତା ଦିବସ ଅବସର ରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଞ୍ଚୟ ରଥ କୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ l
ଏହି ଅବସରରେ ସମସ୍ତେ ନିଜର ସୁଖ ମୟ ଭବିଷ୍ୟତ ପାଇଁ ଆଜିଠାରୁ କିଛି କିଛି ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ l
ଏହି ଅବସର ରେ ସଞ୍ଚୟ ରଥ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା
ଏହି ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରେମାନନ୍ଦ ମହାପାତ୍ର, ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ, ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଶ୍ରୀକାନ୍ତ ନାୟକ ଙ୍କ ସମେତ ବହୁ ଏଜେଣ୍ଟ ଓ ସହଯୋଗୀ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *