#Breaking News

ସର୍ଦାର ବଲଭ ଭାଇ ପଟେଲ ଜୟନ୍ତୀ ପାଳିତ

ଢେଙ୍କାନାଳ (ଉଲ୍ଲାପ୍ର )ନେହେରୁ ଯୁବକେନ୍ଦ୍ର ଢ଼େଙ୍କାନାଳ ଆନୁକୁଲ୍ୟରେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ଢ଼େଙ୍କାନାଳ ସର୍ଦ୍ଦାର ବଳବ ଭାଇ ପଟେଲ ଜୟନ୍ତୀ ରେ RUN FOR UNITY ପ୍ରୋଗ୍ରାମ ଢ଼େଙ୍କାନାଳ ସଦର ବ୍ଲକ ବାଲ୍ୟମ୍ଭା ଗ୍ରାମରେ ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାୟ 70 ରୁ 80 ଯୁବକ ସାମିଲ୍ ହୋଇ ଏକ ମାରାଥନ ଦୌଡ଼ 4 କିଲୋ ମିଟର କରିଥିଲେ।ଏଥିରେ ସାମାଜିକ ସାଂସ୍କୃତିକ ବିକାଶ କେନ୍ଦ୍ରର ପ୍ରେସିଡେଣ୍ଟ ସୋମ୍ୟଶ୍ରୀ ମିଶ୍ର ଓ ନେହେରୁ ଯୁବ କେନ୍ଦ୍ରର DYO ଶ୍ରୀ ଅଶୋକ ଦାସ ମହୋଦୟ ଓ ନେହେରୁ ଯୁବ କେନ୍ଦ୍ରର ଆକାଉଣ୍ଟା୍ଟ ଶ୍ରୀ ଶଶାଙ୍କ ଶେଖର ମହାପାତ୍ର ଉପସ୍ଥିତ ଥାଇ ଯୁବକଙ୍କୁ ଉତ୍ସାହିତ କରିଥିଲେ।

Leave a comment

Your email address will not be published. Required fields are marked *