ଶିଶୁ ଅଧିକାର ଓ ସୁରକ୍ଷା ନେଇ ଆଲୋଚନା

Udaya_Labanya | November 1, 2022 | 56 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ରାଜ୍ୟ ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ, ଓ ଯୁଏନ ଏଫ ପି ଏ. ସହାୟତା ରେ କନ୍ଧମାଳ ଜିଲ୍ଲା ପ୍ରଶl ସନ ତରଫରୁ ଜିଲ୍ଲା ସ୍ତରୀୟ ଅଦ୍ବିକା ଓ ଜୀବନ କୌଶଳ ସମ୍ବନ୍ଧୀୟ ଚାରି ଦିନିଆ ତାଲିମ ଶିବୀର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ କିଶୋରୀ ବାଳକ ବାଳିକା ମାନଙ୍କୁ ବାଲ୍ୟ ବିବାହ ର ଅପକାରିତା, ଶିଶୁମାନଙ୍କ ଅଧିକାର, ଶିଶୁ ସୁରକ୍ଷା, ଶିଶୁ ଶ୍ରମୀକଚାଲାଣ, ପୃଷ୍ଟି ହୀନତା ସଂପର୍କରେ ଆଲୋଚନା କରାଯିବା ସହଅଦ୍ବିକା ଆପ କୁ ଡାଉନଲୋଡ଼ କରି ସୁଚାରୁରୂପେ ବ୍ୟବହାର କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା l ତାଲିମ ଦେବା ଲାଗି ଭୁବେନେଶ୍ୱର ରୁ ଦୁଇଜଣ ତାଲିମ ଦାତ୍ରୀ ଆସି ତାଲିମ ପ୍ରଦାନକରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲା ସମାଜମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜକି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ସୁରକ୍ଷା ଅଧିକାରୀ ଏସ. ଗାୟତ୍ରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣ, ଙ୍କ ସମେତ ସୁପରଭାଇଜର ମାନେ ଯୋଗ ଦେଇଥିଲେ l
ଆକ୍ସନ ଏଡ ର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ମହାନ୍ତି ଯୋଗଦେଇ ସମସ୍ତ ପ୍ରକାର ସହାୟତା କରିଥିଲେ l

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories