ଢେଙ୍କାନାଳ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

Udaya_Labanya | November 12, 2022 | 17 views |1 | Breaking News

ଢେଙ୍କାନାଳ(ଉଲ୍ଲାପ୍ର )ସ୍ଥାନୀୟ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଳତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ ଏଡିଜି, ଗୋବିନ୍ଦପୁର ଶାଖା, ବେଲଟିକିରି କାଇମାଟି ଶାଖା, ଜୋରନ୍ଦା ଶାଖା, ସନ୍ଦପସିପାଟଣା ଗନ୍ଦିଆ ତଥା ଷଡଙ୍ଗି ଶାଖାର ଅଧିକାରୀମାନେ ଯୋଗଦେଇଥିଲେ ଏବଂ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଅନାଦେୟ ଋଣ ଆଦାୟ କରିବା ସହ ଅନେକ କେସ୍ ସେଟେଲ୍ଡ୍ କରିଥିଲେ। ଋଣ ପରିଶୋଧ କରିପାରୁନଥିବା ଗ୍ରାହକମାନେ ଏକକାଳୀନ ଋଣ ପରିଶୋଧ କରି ଋଣମୁକ୍ତ ହେବାର ସୁଯୋଗ ପାଇଥିଲେ। ଶାଖା ପ୍ରବନ୍ଧକ ଓ ଅନ୍ଯାନ୍ଯ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ଋଣ ଆଦାୟ ତଦାରଖ କରିବା ପାଇଁ ବାଲେଶ୍ଵର ଜୋନାଲ ଅଫିସରର ଏଜିଏମ ଶ୍ଯାମସୁନ୍ଦର ସାହୁ ଯୋଗଦେଇଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories