ଢେଙ୍କାନାଳ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

Udaya_Labanya | November 12, 2022 | 55 views |1 | Breaking News

ଢେଙ୍କାନାଳ(ଉଲ୍ଲାପ୍ର )ସ୍ଥାନୀୟ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଳତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ ଏଡିଜି, ଗୋବିନ୍ଦପୁର ଶାଖା, ବେଲଟିକିରି କାଇମାଟି ଶାଖା, ଜୋରନ୍ଦା ଶାଖା, ସନ୍ଦପସିପାଟଣା ଗନ୍ଦିଆ ତଥା ଷଡଙ୍ଗି ଶାଖାର ଅଧିକାରୀମାନେ ଯୋଗଦେଇଥିଲେ ଏବଂ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଅନାଦେୟ ଋଣ ଆଦାୟ କରିବା ସହ ଅନେକ କେସ୍ ସେଟେଲ୍ଡ୍ କରିଥିଲେ। ଋଣ ପରିଶୋଧ କରିପାରୁନଥିବା ଗ୍ରାହକମାନେ ଏକକାଳୀନ ଋଣ ପରିଶୋଧ କରି ଋଣମୁକ୍ତ ହେବାର ସୁଯୋଗ ପାଇଥିଲେ। ଶାଖା ପ୍ରବନ୍ଧକ ଓ ଅନ୍ଯାନ୍ଯ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ତଥା ଋଣ ଆଦାୟ ତଦାରଖ କରିବା ପାଇଁ ବାଲେଶ୍ଵର ଜୋନାଲ ଅଫିସରର ଏଜିଏମ ଶ୍ଯାମସୁନ୍ଦର ସାହୁ ଯୋଗଦେଇଥିଲେ।

Share this

Related Posts

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 125 views |0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

ଅଭୟଙ୍କୁ ଭୟ କରୁଛନ୍ତି ରାଜା,ଖୁବଶୀଘ୍ର ଯୋଗଦେବେ ଅଭୟ…

Udaya_Labanya | March 24, 2023 | 80 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ନିର୍ବାଚଳ ମଣ୍ଡଳୀର ଯୁବକ ଅଭୟ ବାରିକ, ଯାହାଙ୍କୁ ନେଇ ଏବେ ଆଠଗଡ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା, ଚର୍ଚ୍ଚା ଏଇଥି ପାଇଁ ସେ 2019 ନିର୍ବାଚନ ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଠଗଡ ରୁ ଲଢ଼ି ଏଗାର…

Leave a Reply

Your email address will not be published. Required fields are marked *

Archives

Categories