ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ମୋ ହାଟ

Udaya_Labanya | November 12, 2022 | 74 views |1 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଜି ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ମୋ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୩୭ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ବିକ୍ରି କରିଥିଲେ।ଖାଇବା ସାମଗ୍ରୀ ,ପଢା ସମ୍ବନ୍ଧୀୟ ଜିନିଷ ବ୍ୟତୀତ ଛାତ୍ର ଛାତ୍ରୀ ବ୍ୟବହୃତ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରିଥିଲେ।ବହୁ ଅଭିଭାବକ, ଏବଂ ଛାତ୍ର ଛାତ୍ରୀ ମାନେ କ୍ରୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଂପାଦକ ଅରୁଣ କୁମାର ଷଡଙ୍ଗୀ ଉଦଘାଟନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ। ସୁକନ୍ୟା ନାୟକ, ସ୍ମୃତି ରଞ୍ଜନ ବେହେରା, ଗୀତାଞ୍ଜଳୀ ଚୌଧୁରୀ,ସରିତା ସାହୁ,ଦୀପିକା ପଟ୍ଟନାୟକ,ରାଜ ଲକ୍ଷ୍ମୀ ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ଦଳବେହେରା,ପି ଏଲ ସ୍ମୃତି ରେଖା ପାତ୍ର,ସୁକାନ୍ତି ପ୍ରଧାନ, ସୁଦୀପ୍ତ। ବିଶ୍ବମ୍ବଦା ବେହେରା,ଅନିତା ସାହୁ , ବିଷ୍ଣୁ ପ୍ରିୟା ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନେ ସ୍ୱାବଲମ୍ବୀ ହେବା ସହ ଗଣିତ ଭିତ୍ତିକ ଜ୍ଞାନ ଆହରଣ ପାଇଁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories