ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିର ଉଦଯାପିତ

Udaya_Labanya | November 16, 2022 | 9 views |1 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ପଞ୍ଚାୟତ ସମିତି ଅଡିଟୋରିୟମରେ ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା ଦୁର୍ଘଟଣା ପରିବାର ଓ ବ୍ୟବସ୍ଥା ଉପରେ ପ୍ରଭାବ ପାକାଇଥାଏ ବୋଲି କହିଛନ୍ତି। ଏଣୁ ଆଜି ଆମେ ପ୍ରଥମେ ଶପଥ ନେବା କି ସୁରକ୍ଷା ଓ ନିୟମ ବାହାରକୁ ଯାଇ କୌଣସି କାମ ନକରିବା ଉପରେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ ଫୁଲବାଣୀ ବିଦ୍ୟୁତ ଡିଭିଜନ ମନୋଜ କୁମାର ମହାନ୍ତି, ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଶ୍ୟାମସୁନ୍ଦର ବେହେରା, ସହକାରୀ ଯନ୍ତ୍ରୀ କର୍ମଜୀତୀ ଦାସ, ଜଗଦେବ ସାହୁ, ଅନିଲ କୁମାର ପରିଡା, କାଳୀଚରଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମକୁ ଟିମ୍ ଲିଡ ଦିନେଶ କୁମାର ସାହୁ, ଟିମ୍ ଲିଡ୍ ସେଫିଟି ଗଙ୍ଗାଧର ସାହୁ ଓ ବିକାଶ ରଞ୍ଜନ ସାହୁ ପରିଚାଳନରେ ସହଯୋଗ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ବରିଷ୍ଠ ଆଇନଜୀବୀ ଜାହିର ଅଖତାର ଙ୍କ ପରଲୋକ

Udaya_Labanya | November 26, 2022 | 6 views |0

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ଜଣାଶୁଣା ତଥାବରିଷ୍ଠସରକାରୀ ଆଇନଜୀବୀ ମହମଦ ଜାହିର ଅଖତାର ଙ୍କ ପରଲୋକ ହୋଇଛି lମୃତ୍ୟୁ ବେଳକୁ ତାଙ୍କୁ ଷାଠିଏ ବର୍ଷ ହୋଇଥିଲା lସେ ଡାଏ ବେଟିସ ଓ କିଡ଼ନୀ ରୋଗରେ ରେ ଆକ୍ରାନ୍ତ ହୋଇ…

ବାଇକ ଓ ସ୍କୁଟିମୁହାଁମୁହିଁ ଧକ୍କା ଶିକ୍ଷୟତ୍ରୀ ଓ…

Udaya_Labanya | November 26, 2022 | 13 views | 0

ଫୁଲବାଣୀ- ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ଶିକ୍ଷୟତ୍ରୀ ଓ ମହିଳା କିରାଣୀ ସକାଳୁସ୍କୁଟି ଯାଉଥିବାବେଳେ ଲିଙ୍ଗାଗଡ ପଟୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକା ହେବା ଫଳରେ ଦୁଇଜଣଙ୍କ ର ମୃତ୍ୟୁ ଘଟିଥିଲା lଦୂର୍ଘଟଣା…

Leave a Reply

Your email address will not be published. Required fields are marked *

Archives

Categories