#Breaking News

ବିଭିନ୍ନ ଦାବିପୂରଣ ନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀ ଙ୍କ ଧାରଣା


ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ଗୁରୁବାର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେଜିଲ୍ଲା ସଭାନେତ୍ରୀ ଆରତୀ ବେହେରା ଙ୍କ ବଳିଷ୍ଠ ନେତୃତ୍ୱରେ ଅଙ୍ଗନବାଡି କର୍ମୀମାନେ ଧାରଣା ରେ ବସିଥିଲେ lଦୀର୍ଘ ଦିନ ହେଲା ଅଙ୍ଗନବାଡି କର୍ମୀ ମାନେ ଦାବୀ କରିଆସୁଥିଲେ ମଧ୍ୟ ସରକାର ଶୁଣୁନଥିବା ଅଭିଯୋଗ କରିଥିଲେ l
ସେମାନଙ୍କ ଦାବୀ ମଧ୍ୟରେ ପାରିଶ୍ରମିକ ବୃଦ୍ଧି, ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା,
ଦାବୀ ପୂରଣ ନହେବାଯାଏ ଆନ୍ଦୋଳନ ଜାରି ରଖାଯିବ ବୋଲି ସମ୍ପାଦିକା ଯୁବତୀ ପ୍ରଧାନ କହିଛନ୍ତି l
ଏହି ଗଣ ଧାରଣା ରେ ଯୋଗ ଦେବା ପାଇଁ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଶତାଧିକ କର୍ମୀ ଯୋଗଦେଇଥିଲେ l

Leave a comment

Your email address will not be published. Required fields are marked *