ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଙ୍କ ମାତୃ ବିୟୋଗ

Udaya_Labanya | November 26, 2022 | 43 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ର ବରିଷ୍ଠ ଆଇନଜୀବୀ, ରୋଟା ରୀ କ୍ଲବ ସଭାପତି, ଜିଲାବିକାଶ ପରିଷଦ ସଭାପତି, ଜଗନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ, ଓ ଶିଶୁଵିଦ୍ୟା ମନ୍ଦିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଙ୍କ ମା ଳକ୍ଷ୍ମୀ ମହାରଣା ଙ୍କ ଭବେନେଶ୍ୱର ସ୍ଥିତ ସମ ଆଲଟି ମେଟ ରେ ଚିକିତ୍ସିତ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି lମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା lସେ ଜଣେ ଧର୍ମ ପରାୟଣ, ଆଦର୍ଶ, ପରାପକାରୀ ମହିଳା ଥିଲେ l
ତାଙ୍କ ମୃତ୍ୟୁ ରେ ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ସମାଜ ସେବୀ ତଥା ଆଇନଜୀବୀ ଅଶୋକ ପରିଡା, ସାମ୍ବାଦିକ ନାରାୟଣ ସାହୁ, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ରୋ ଟା ରୀ କ୍ଲବ ର ସମ୍ପାଦକ ଙ୍କ ସମେତ ସଦସ୍ୟ ରବି ନାରାୟଣ ସୁବୁଦ୍ଧି, ଇଂ, ଜ୍ଞାନ ଦୋରା, ପ୍ରତିଷ୍ଠାତା ତଥା ପୂର୍ବତନ ରୋ ଟା ରୀ ସଭାପତି ବିପ୍ରଚରଣ ପାତ୍ର, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସଭାପତି ବିରଂଚିନାରାୟଣ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ରପାଢ଼ୀ, କୈଳାଶ ଧଳ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories