ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ଙ୍କ ମାତୃ ବିୟୋଗ

Udaya_Labanya | November 26, 2022 | 47 views |0 | Breaking News


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ସହର ର ବରିଷ୍ଠ ଆଇନଜୀବୀ, ରୋଟା ରୀ କ୍ଲବ ସଭାପତି, ଜିଲାବିକାଶ ପରିଷଦ ସଭାପତି, ଜଗନାଥ ମନ୍ଦିର ପରିଚାଳନା କମିଟି ସମ୍ପାଦକ, ଓ ଶିଶୁଵିଦ୍ୟା ମନ୍ଦିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଙ୍କ ମା ଳକ୍ଷ୍ମୀ ମହାରଣା ଙ୍କ ଭବେନେଶ୍ୱର ସ୍ଥିତ ସମ ଆଲଟି ମେଟ ରେ ଚିକିତ୍ସିତ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି lମୃତ୍ୟୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା lସେ ଜଣେ ଧର୍ମ ପରାୟଣ, ଆଦର୍ଶ, ପରାପକାରୀ ମହିଳା ଥିଲେ l
ତାଙ୍କ ମୃତ୍ୟୁ ରେ ଓକିଲ ସଙ୍ଘ ସଭାପତି ବିଜୟ ମହାନ୍ତି, ସମାଜ ସେବୀ ତଥା ଆଇନଜୀବୀ ଅଶୋକ ପରିଡା, ସାମ୍ବାଦିକ ନାରାୟଣ ସାହୁ, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ରୋ ଟା ରୀ କ୍ଲବ ର ସମ୍ପାଦକ ଙ୍କ ସମେତ ସଦସ୍ୟ ରବି ନାରାୟଣ ସୁବୁଦ୍ଧି, ଇଂ, ଜ୍ଞାନ ଦୋରା, ପ୍ରତିଷ୍ଠାତା ତଥା ପୂର୍ବତନ ରୋ ଟା ରୀ ସଭାପତି ବିପ୍ରଚରଣ ପାତ୍ର, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସଭାପତି ବିରଂଚିନାରାୟଣ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ରପାଢ଼ୀ, କୈଳାଶ ଧଳ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 3 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories