ଜିଲ୍ଲା ଲେଖକ ସମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ଆସର

Udaya_Labanya | November 29, 2022 | 10 views |0 | Breaking News


ଫୁଲବାଣୀ
ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲେଖକ ସାମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ଆସର ଉପ ସଭାପତି ଅଶୋକ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ପ୍ରାରମ୍ଭରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ ପଂଚାୟତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ଙ୍କ ସଂଯୋଜନାରେ କବି ନବୀନ କିଶୋର ପଣ୍ଡା, ବିଷ୍ଣୁ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ପ୍ରଧାନ ଡ଼ଃ ସୁଜିତ ପଣ୍ଡା, କୈଳାଶ ଚନ୍ଦ୍ର ଧଳ, ସୋମନାଥ ସାହୁ, ବନବିହାରୀ ନନ୍ଦ, ଅନନ୍ତ ଚରଣ ମିଶ୍ର, ଅଶୋକ ମିଶ୍ର, ଅନିଲ କୁମାର ପ୍ରଧାନ, ନବ କିଶୋର ରଥ, ରାମକୃଷ୍ଣ ବେହେରା, ତ୍ରୈଲୋକ୍ୟନାଥ ସେନାପତି, ପ୍ରସନ୍ନ କୁମାର ପଣ୍ଡା ପ୍ରଭୃତି ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ | କବିତା ଗୁଡିକୁ ବର୍ଷିଆନ ସାହିତ୍ୟିକ ଅନନ୍ତ ଚରଣ ମିଶ୍ର ସମୀକ୍ଷା କରିଥିଲା ବେଳେ ଶେଷରେ କୈଳାଶ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ |

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories