ଜିଲ୍ଲା ଲେଖକ ସମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ଆସର

Udaya_Labanya | November 29, 2022 | 15 views |0 | Breaking News


ଫୁଲବାଣୀ
ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲେଖକ ସାମ୍ମୁଖ୍ୟ ର ମାସାନ୍ତ ସାହିତ୍ୟ ଆସର ଉପ ସଭାପତି ଅଶୋକ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ପ୍ରାରମ୍ଭରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ ପଂଚାୟତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର ଙ୍କ ସଂଯୋଜନାରେ କବି ନବୀନ କିଶୋର ପଣ୍ଡା, ବିଷ୍ଣୁ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ପ୍ରଧାନ ଡ଼ଃ ସୁଜିତ ପଣ୍ଡା, କୈଳାଶ ଚନ୍ଦ୍ର ଧଳ, ସୋମନାଥ ସାହୁ, ବନବିହାରୀ ନନ୍ଦ, ଅନନ୍ତ ଚରଣ ମିଶ୍ର, ଅଶୋକ ମିଶ୍ର, ଅନିଲ କୁମାର ପ୍ରଧାନ, ନବ କିଶୋର ରଥ, ରାମକୃଷ୍ଣ ବେହେରା, ତ୍ରୈଲୋକ୍ୟନାଥ ସେନାପତି, ପ୍ରସନ୍ନ କୁମାର ପଣ୍ଡା ପ୍ରଭୃତି ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ | କବିତା ଗୁଡିକୁ ବର୍ଷିଆନ ସାହିତ୍ୟିକ ଅନନ୍ତ ଚରଣ ମିଶ୍ର ସମୀକ୍ଷା କରିଥିଲା ବେଳେ ଶେଷରେ କୈଳାଶ ଚନ୍ଦ୍ର ଧଳ ଧନ୍ୟବାଦ ଅର୍ପଣ କରିଥିଲେ |

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories