ମାନଗୋବିନ୍ଦ ପୁହାଣ ଙ୍କ ଛୋଟ ପ୍ରୟାସ

Udaya_Labanya | December 12, 2022 | 148 views |0 | Breaking News

ଭୁବନେଶ୍ୱର (ଉଲ୍ଲାପ୍ର )ଓଡ଼ିଆ କଳା ସଂସ୍କୃତି କୁ ଆଗକୁ ନେବା ପାଇଁ ମାନ ଗୋବିନ୍ଦ ପୂହlନ ଙ୍କ ଏକ ଛୋଟ ପ୍ରୟାସ ରେ ଚନ୍ଦ୍ରଶେଖରପୁର ଅଞ୍ଚଳ ଠାରେ

ଓଡିଶା ଆର୍ଟ ଆଣ୍ଡ କ୍ରାଫ୍ଟ ଏକାଡେମୀ ଉଦ୍ଘାଟିତ ହୋଇଅଛି ।ଯେଉଁଥିରେ କଳା ର ପ୍ରଦର୍ଶନୀ ମଧ୍ୟ ହୋଇଥିଲା ।ବି. କେ ଆର୍ଟ କଲେଜ ପ୍ରିନ୍ସିପାଲ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ପୁରସ୍କୃତ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ…

Udaya_Labanya | January 28, 2023 | 1 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର…

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

Udaya_Labanya | January 28, 2023 | 2 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ…

Leave a Reply

Your email address will not be published. Required fields are marked *

Archives

Categories