ମାନଗୋବିନ୍ଦ ପୁହାଣ ଙ୍କ ଛୋଟ ପ୍ରୟାସ
Udaya_Labanya | December 12, 2022 | 148 views |0 | Breaking News
ଭୁବନେଶ୍ୱର (ଉଲ୍ଲାପ୍ର )ଓଡ଼ିଆ କଳା ସଂସ୍କୃତି କୁ ଆଗକୁ ନେବା ପାଇଁ ମାନ ଗୋବିନ୍ଦ ପୂହlନ ଙ୍କ ଏକ ଛୋଟ ପ୍ରୟାସ ରେ ଚନ୍ଦ୍ରଶେଖରପୁର ଅଞ୍ଚଳ ଠାରେ
ଓଡିଶା ଆର୍ଟ ଆଣ୍ଡ କ୍ରାଫ୍ଟ ଏକାଡେମୀ ଉଦ୍ଘାଟିତ ହୋଇଅଛି ।ଯେଉଁଥିରେ କଳା ର ପ୍ରଦର୍ଶନୀ ମଧ୍ୟ ହୋଇଥିଲା ।ବି. କେ ଆର୍ଟ କଲେଜ ପ୍ରିନ୍ସିପାଲ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ପୁରସ୍କୃତ କରିଥିଲେ।