ମାଓବାଦୀଙ୍କ ବର୍ବର କାଣ୍ଡ ପୋଲିସ ଇନଫର ମର ସନ୍ଦେହ ରେ ଗୁଳି କରି ହତ୍ୟା

Udaya_Labanya | December 18, 2022 | 118 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ଼ ରେ ମାଓବାଦୀ ଙ୍କ ଲାଲ ତାଣ୍ଡବ l
ପୋଲିସ ଇନଫର୍ମର ସନ୍ଦେହ ରେ ଜଣକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ l

ମୃତ କ ଜଣକ କୋଟଗଡ଼ ଥାନା ବଣ୍ଡା ପିପିଲି ଅଂଚଳର ରମେଶ ନାୟକ ବୋଲି ଜଣାପଡିଛି l
ଗତକାଲି ବିଳମ୍ବିତ ରମେଶ ଙ୍କୁ ଘରୁ ଉଠାଇନେଇଥିଲେ ସଶସ୍ତ୍ର ମାଓବାଦୀ ଆଜି ନିକଟସ୍ତ ଜଙ୍ଗଲ ରେ ରମେଶ ଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା l
ରମେଶ ଙ୍କ ଦୁର୍ନିତୀ ଗ୍ରସ୍ତ ଠିକାଦାର, କାଠ ମାଫିଆ, ଓ ପୋଲିସ ସହ ସମ୍ପର୍କ ଥିବା ଅଭିଯୋଗ l
ରମେଶ ଙ୍କୁ ପୂର୍ବରୁ ମାଓ ବାଦୀ ମାନେ ଚେତାବନୀ ଦେଇଥିଲେ
ପୋଲିସ ଘଟଣା ସ୍ଥଳ ରେ ପହଁଚିନଥିବା ଶୁଣିବାକୁ ମିଳିଛି l
ପୂର୍ବରୁ ମଧ୍ୟ ଏହି ଗ୍ରାମ ର ଅନେକ ଙ୍କୁ ମାଓବାଦୀ ମାନେ ହତ୍ୟା କରିଛନ୍ତି l

Share this

Related Posts

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views |0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

ଶିବ ପ୍ରସାଦ ଭାରତୀୟ ମହିଳା କ୍ରିକେଟ ଟିମ…

Udaya_Labanya | June 7, 2023 | 4 views | 0

ଫୁଲବାଣୀ (ସୁନୀଲ ପଟନାୟକ )ବରିଷ୍ଠ କ୍ରିକେଟ ଖେଳାଳି,କନ୍ଧମାଳ ଜିଲ୍ଲା କ୍ରୀଡ଼ା ସଂଘ, ସମ୍ପାଦକ ଆଇନଜୀବୀ, ସାମ୍ବାଦିକ,ସଂଗଠକ ତଥା ଜଣାଶୁଣା ସମାଜସେବୀ ଶିବ ପ୍ରସାଦ ତ୍ରିପାଠୀ ଭାରତୀୟ ମହିଳା କ୍ରିକେଟ ଟିମ ମ୍ୟାନେଜେର ଭାବେ ନିଯୁକ୍ତ ହୋଇଛନ୍ତି l ଆସନ୍ତା କାଲି ସେ…

Leave a Reply

Your email address will not be published. Required fields are marked *

Archives

Categories