ମାଓବାଦୀଙ୍କ ବର୍ବର କାଣ୍ଡ ପୋଲିସ ଇନଫର ମର ସନ୍ଦେହ ରେ ଗୁଳି କରି ହତ୍ୟା

Udaya_Labanya | December 18, 2022 | 61 views |0 | Breaking News


ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା କୋଟଗଡ଼ ରେ ମାଓବାଦୀ ଙ୍କ ଲାଲ ତାଣ୍ଡବ l
ପୋଲିସ ଇନଫର୍ମର ସନ୍ଦେହ ରେ ଜଣକୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ l

ମୃତ କ ଜଣକ କୋଟଗଡ଼ ଥାନା ବଣ୍ଡା ପିପିଲି ଅଂଚଳର ରମେଶ ନାୟକ ବୋଲି ଜଣାପଡିଛି l
ଗତକାଲି ବିଳମ୍ବିତ ରମେଶ ଙ୍କୁ ଘରୁ ଉଠାଇନେଇଥିଲେ ସଶସ୍ତ୍ର ମାଓବାଦୀ ଆଜି ନିକଟସ୍ତ ଜଙ୍ଗଲ ରେ ରମେଶ ଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା l
ରମେଶ ଙ୍କ ଦୁର୍ନିତୀ ଗ୍ରସ୍ତ ଠିକାଦାର, କାଠ ମାଫିଆ, ଓ ପୋଲିସ ସହ ସମ୍ପର୍କ ଥିବା ଅଭିଯୋଗ l
ରମେଶ ଙ୍କୁ ପୂର୍ବରୁ ମାଓ ବାଦୀ ମାନେ ଚେତାବନୀ ଦେଇଥିଲେ
ପୋଲିସ ଘଟଣା ସ୍ଥଳ ରେ ପହଁଚିନଥିବା ଶୁଣିବାକୁ ମିଳିଛି l
ପୂର୍ବରୁ ମଧ୍ୟ ଏହି ଗ୍ରାମ ର ଅନେକ ଙ୍କୁ ମାଓବାଦୀ ମାନେ ହତ୍ୟା କରିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଘାଟିରେ ଟ୍ରକ ଅଟକାଇ ଡ୍ରାଇଭର ଓ ଶିକ୍ଷକଙ୍କୁ…

Udaya_Labanya | February 8, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପାଙ୍ଗା ଘାଟିରେ କେତେକ ଦୁର୍ବୁତ୍ତ ବୁଧବାର ସନ୍ଧ୍ୟାରେ 59ନଂ. ଜାତୀୟ ରାଜପଥରେ କାଠ ଗଣ୍ଡି ପକାଇ ଏକ ଟ୍ରକ କୁ ଅଟକାଇବା ସହ ଡ୍ରାଇଭର ଓ ସେଥିରେ ବସିଥିବା ଜଣେ…

ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ…

Udaya_Labanya | February 8, 2023 | 12 views | 0

ଫୁଲବାଣୀ :-( ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଇକୋ ରିଟ୍ରେଟ ଠାରେ ପତ୍ରକାର ବନ୍ଧୁମାନଙ୍କ ଚିନ୍ତନ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lଏହି ଅବସର ରେ ବରିଷ୍ଠ ସାମ୍ବାଦିକ ତଥା ସାମାଜ ସେବୀ ଅଶୋକ…

Leave a Reply

Your email address will not be published. Required fields are marked *

Archives

Categories