ଖୋଲିଲା ନୂତନ କେକ୍ ସପ୍ ‘ ମିଓ ଆମୋରେ

Udaya_Labanya | December 28, 2022 | 10 views |0 | Breaking News

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ସହରସ୍ଥିତି ଲକ୍ଷ୍ମୀବଜାର ଠାରେ ନୂତନ କେକ୍ ସପ୍ ‘ ମିଓ ଆମୋରେ ’ ଉଦ୍‌ଘାଟନ ହୋଇଯାଇଅଛି । ସମାଜସେବୀ ସୁକାନ୍ତ ବେହେରା ଓ ଗୋପାଳ ବେହେରା ଉପସ୍ଥିତ ରହି ଏହାକୁ ଉଦ୍‌ଗାଟନ କରିଥିଲେ । ପ୍ରକାଶଥାଉକି , କୁଞ୍ଜକାନ୍ତ ଠାରେ ପ୍ରଥମ ଶାଖା ରହିଥିବାବେଳେ ଏହା ଢେଙ୍କାନାଳରେ ଦ୍ବିତୀୟ ଶାଖା ଅଟେ । ଏଠାରେ ମିଓ ଆମୋରେ କମ୍ପାନୀର ବିଭିନ୍ନ ପ୍ରକାରର ଆମିଶ ଓ ନିରାମିଶ କେକ୍ , ପେଟିସ୍ , ସ୍ନାକ୍ସ , ବାର୍ଥ – ଡେ କେକ୍ ଓ ଚକୋଲେଟ୍ ଇତ୍ୟାଦି ସୁଲଭ ମୂଲ୍ୟରେ ମିଳେ ବୋଲି ପ୍ରତିଷ୍ଠାନର ମୁଖ୍ୟ ଗୋପାଳ ବେହେରା ପ୍ରକାଶ କରିଛନ୍ତି । ଏହି ଉଦ୍‌ଘାଟନ ଉତ୍ସବକୁ ପ୍ରତୀକ୍ କୁମାର ସେଠୀ ଓ ସଞ୍ଜୟ ଗୁରୁ ସହଯୋଗ କରିଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 78 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories