ବିଶ୍ୱନାଥ ବିଦ୍ୟାପୀଠ ଜମିପାଇଁ ପୁଣି ହେବ ଆନ୍ଦୋଳନ

Udaya_Labanya | December 28, 2022 | 15 views |0 | Breaking News

ଆଠଗଡ (ଉଲ୍ଲାପ୍ର )ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିଅମ ର ଜମିକୁ ମାଡି ବସିଛନ୍ତି ସାଧାରଣ ଲୋକ, ଏହାକୁ ନେଇ ଉଦୟ ଲାବଣ୍ୟ ଈସୁ ଆରମ୍ଭ କରିବାପରେ ପୁରାତନ ଛାତ୍ରମାନେ ଆଗେଇ ଆସିଥିଲେ, କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରି ଏହି ମିନି ଷ୍ଟାଡିଅମ ୩ପଟେ ପାଚେରୀ ନିର୍ମାଣ କରିଥିଲେ, ଏବେ ପାଚେରୀ ନିର୍ମାଣ ସରିଯିବା ପରେ ଜିଲ୍ଲାପାଳ ପୁରାତନ ଛାତ୍ର ମାନଙ୍କୁ ଯୋଉ ପ୍ରତିଶୃତି ଦେଇଥିଲେ ସେ ତାଙ୍କର ପ୍ରତିଶୃତି ରକ୍ଷାକରନ୍ତୁ ଏବଂ ସେ ବାଟକୁ ବନ୍ଦ କରି ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ହଟାନ୍ତୁ ନଚେତ ନୂଆ ବର୍ଷରେ ପୁରାତନ ଛାତ୍ରମାନେ ଆନ୍ଦୋଳନ କୁ ଓଲ୍ହାଇବେ

Share this
  •  
  •  
  •  
  •  
  •  
  •  
  •  

Related Posts

ଆଠଗଡ ସାହିତ୍ୟ ସମାଜ କବିତା ଆସର ଅନୁଷ୍ଠିତ

Udaya_Labanya | February 5, 2023 | 73 views |0

ଆଠଗଡ(ଉଲ୍ଲାପ୍ର )ଆଠଗଡ ସାହିତ୍ୟ ସମାଜର କବିତା ଆସର ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡ଼ିଅମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି,ଉପସଭାପତି ସୁରେଶ ଚନ୍ଦ୍ର ପରିଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ…

ଆବାସ ଯୋଜନା ଦୁର୍ନୀତି ନେଇ ତିଗିରିଆ ବ୍ଲକ…

Udaya_Labanya | February 4, 2023 | 15 views | 0

ତିଗିରିଆ (ଉଲ୍ଲାପ୍ର )କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଶାସକ ଦଳ ଦଳୀୟ ଭିତିରେ ବାଣ୍ଟୁ ଥିବା ଯୋଗୁ ଏବେ ରାଜ୍ୟରେ ବିଜେପି ଦଳ ପ୍ରତି ବ୍ଲକ ଆଗରେ ଧାରଣା ଦେଉଛି, ଶନିବାର ଦିନ କଟକ ଜିଲ୍ଲା ଆଠଗଡ ନିର୍ବାଚନ…

Leave a Reply

Your email address will not be published. Required fields are marked *

Archives

Categories