
ବିଶ୍ୱନାଥ ବିଦ୍ୟାପୀଠ ଜମିପାଇଁ ପୁଣି ହେବ ଆନ୍ଦୋଳନ
Udaya_Labanya | December 28, 2022 | 27 views |0 | Breaking News
ଆଠଗଡ (ଉଲ୍ଲାପ୍ର )ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡିଅମ ର ଜମିକୁ ମାଡି ବସିଛନ୍ତି ସାଧାରଣ ଲୋକ, ଏହାକୁ ନେଇ ଉଦୟ ଲାବଣ୍ୟ ଈସୁ ଆରମ୍ଭ କରିବାପରେ ପୁରାତନ ଛାତ୍ରମାନେ ଆଗେଇ ଆସିଥିଲେ, କଟକ ଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରି ଏହି ମିନି ଷ୍ଟାଡିଅମ ୩ପଟେ ପାଚେରୀ ନିର୍ମାଣ କରିଥିଲେ, ଏବେ ପାଚେରୀ ନିର୍ମାଣ ସରିଯିବା ପରେ ଜିଲ୍ଲାପାଳ ପୁରାତନ ଛାତ୍ର ମାନଙ୍କୁ ଯୋଉ ପ୍ରତିଶୃତି ଦେଇଥିଲେ ସେ ତାଙ୍କର ପ୍ରତିଶୃତି ରକ୍ଷାକରନ୍ତୁ ଏବଂ ସେ ବାଟକୁ ବନ୍ଦ କରି ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ହଟାନ୍ତୁ ନଚେତ ନୂଆ ବର୍ଷରେ ପୁରାତନ ଛାତ୍ରମାନେ ଆନ୍ଦୋଳନ କୁ ଓଲ୍ହାଇବେ